ଖୁବଶୀଘ୍ର ଲଞ୍ଚ ହେବ ଚେତକ ଇଲେକ୍ଟ୍ରିକ୍ ସ୍କୁଟର ପ୍ରିମିୟମ୍ ଭାରିଆଣ୍ଟ, ଅପେକ୍ଷାରେ ଗ୍ରାହକ
ବଢ଼ୁଛି ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ଗୁଡ଼ିକ ନୂଆ ନୂଆ ଭାରିଆଣ୍ଟର ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରୁଛନ୍ତି । ତେବେ ବଜାଜ ଅଟୋ ଦେଶର ଏକ ଲୋକପ୍ରିୟ କମ୍ପାନୀ ଭାବରେ ବେଶ୍ ଜଣାଶୁଣା । ଏହି କମ୍ପାନୀ ଆସନ୍ତା ସପ୍ତାହ ଜାନୁଆରୀ ୯ରେ…