ଅତି ନିନ୍ଦନୀୟ ଘଟଣା: ଷଣ୍ଢ ପାଇଁ ବିଛାଯାଇଥିବା କରେଣ୍ଟ ତାର ବାଜି ଚାଲିଗଲା ଯୁବକଙ୍କ ଜୀବନ
ଚାନ୍ଦବାଲି: ହୀନ ମାନସିକତା । ଅତି ନିନ୍ଦନୀୟ । ନିଜ ସ୍ୱାର୍ଥ ପାଇଁ କିଏ କଣ ଏମିତି କରିପାରେ । ଯେତେ ବାରଣ କଲେ ବି ଶୁଣିଲାନି । ନିଜ ଜିଦିରେ ଅଟଳ ରହିଲା । ଆଉ ଶେଷରେ ଚାଲିଗଲା ଜଣେ ନୀରିହ ଲୋକର ଜୀବନ । ସତରେ ଏ ଦୁନିଆରୁ ଯେମିତି ହଜିଗଲାଣି ମାନବିକତା । ମଣିଷ ହେଇବି ଅମଣିଷ ଭଳି…