Browsing Tag

electric shock death

ଯାଜପୁର କୁସୁମା ନିକଟରେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ନାବାଳିକା ମୃତ ଓ ଜଣେ ଗୁରୁତର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର କୁସୁମା ନିକଟରେ ଅଘଟଣ । ବିଦ୍ୟୁତ୍ ତାର ସଂଶ୍ପର୍ଶରେ ଆସି ନାବାଳିକା ମୃତ ଓ ଜଣେ ଗୁରୁତର । ମୃତ ନାବାଳିକା ହେଲେ ଯାଜପୁର ଦେବୀଦ୍ୱାର ଅଂଚଳର ନକୁଳ ଚମ୍ପିଆଙ୍କ ଝିଅ ତୁଳସୀ ଚମ୍ପିଆ ଏବଂ ଗୁରୁତର ଜଣଙ୍କ ହେଲେ ଅଭିମନ୍ୟୁ ଜେନା । ଆଜି ସକାଳେ ତୁଳସୀ ଚାହା…

ମୋହନା: ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାମୁଁଘରେ ଭଣଜାର ମୃତ୍ୟୁ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ପେଣ୍ଡ୍ରାଖୋଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଆର.ଉଦୟଗିର ଥାନା ତରବଙ୍ଗ ଗାଁର ସିମାଞ୍ଚଳ ନାୟକ ଓ ତାଙ୍କ ସମ୍ପର୍କିୟ ଭାଇ ବିସିକେଶନ ଯାନୀ ମାମୁଁ ଘର ପେଣ୍ଡ୍ରାଖୋଲ ବୁଲିବା ପାଇଁ ଆସିଥିଲେ। ମାମୁଁ ଘର ଗାଁର କିଛି ପିଲାଙ୍କ ସହ ଖେଳିବା…

ବିଦ୍ୟୁତ୍‌ ତାର ନେଲା ୩ଟି ଜୀବନ: ଲୁହା ତାରରେ ଲୁଗା ଶୁଖାଇବାବେଳେ ସ୍ୱାମୀ-ସ୍ତ୍ରୀ ମୃତ, ସାନ ଭଉଣୀର ଜୀବନ…

ବଲାଙ୍ଗିର(କେନ୍ୟୁଜ୍): ବିଦ୍ୟୁତ୍‌ ତାର ନେଲା ଜୀବନ। ଗୋଟିଏ ଦିନରେ ଗଲା ତିନି ତିନୋଟି ଜୀବନ। ଲୁହା ତାରରେ ଲୁଗା ଶୁଖାଇବାବେଳେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଆଗଲପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମହିଳା ଜଣକ ଛାତ ଉପରେ ଲୁଗା ଶୁଖାଉଥିବାବେଳ ବିଦ୍ୟୁତ୍‌ ତାର…

ବିଦ୍ୟୁତ୍‌ ଆଘାତରେ ଯୁବକର ମୃତ୍ୟୁ

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଦ୍ୟୁତ ଆଘାତରେ ଜଣେ ୨୨ ବର୍ଷୀୟ ଯୁବକର ମୃତ୍ୟୁ ଘଟିଛି । ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ସେରୀ ବାଗତି ସାହିର ପଟନୁରୁ ଶ୍ରୀନୁ । ମୃତ ଯୁବକ ଜଣକ ଦୋଳବନ୍ଧ ରାସ୍ତାରେ ଶ୍ରୀୟା ଲଜ୍ ସାମନାରେ ଥିବା ବି.ଆର.ଟ୍ରେଡର୍ସରେ କାମ କରୁଥିବା ବେଳେ…

ବାଲେଶ୍ୱର : ଗଛ କାଟୁଥିବା ବେଳେ ବିଦ୍ୟୁତ୍ ତାର ସଂଶ୍ପର୍ସରେ ଆସି ୨ଜଣଙ୍କ ମୃତ୍ୟୁ

ବାଲେଶ୍ୱର (କେନ୍ୟୁଜ୍) : ବିଦ୍ୟୁତ୍ ତାର ସଂଶ୍ପର୍ସରେ ଆସି ୨ଜଣଙ୍କ ମୃତ୍ୟୁ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ହିଡି ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସତ୍ୟ ନାରାୟଣ ଦାସ ଓ ପ୍ରଦୀପ ଜେନା । ୧୧କେଭି ତାର ଦେଇ ଯାଇଥିବା ଗଛ କାଟୁଥିବା ବେଳେ ବିଦ୍ୟୁତ୍ ସଂଶ୍ପର୍ସରେ…

ବ୍ରହ୍ମପୁର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତିନି ମୃତ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ବ୍ରହ୍ମପୁର ସହରର ଅଳକାପୁରୀ ଓ ଜଗଦଳପୁର ଗାଁରେ ଘଟିଯାଇଛି ଅଭାନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସହରର ଅଳକାପୁରୀ ପଞ୍ଚମ ଲାଇନରେ ଏକ ନବ ନିର୍ମିତ କୋଠା ନିର୍ମାଣ ବେଳେ 11 କେଭି ବିଦ୍ୟୁତ୍ ଲାଗି ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ…

କେନ୍ଦୁଝର: ବାହା ବେଦୀରେ ବସିବା ପୂର୍ବରୁ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପରିବାରରେ ଶୋକର ଛାୟା

କେନ୍ଦୁଝର: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜୀବନ। କେନ୍ଦୁଝରରେ ବାହା ବେଦୀରେ ବସିବା ପୂର୍ବରୁ ଚାଲିଗଲା ଜୀବନ। କେନ୍ଦୁଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ହେଲେ ଗାଁର ଲୋକନାଥ ମହାନ୍ତ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି। ଆଜି ତାଙ୍କର ବାହାଘର ଥିଲା। ହେଲେ ଭୋରରୁ…

ଝାରସୁଗୁଡା: ହାତୀ ଘଉଡାଇବା ପାଇଁ ବିଛା ଯାଇଥିବା ବଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଝାରସୁଗୁଡ଼ା: ରେଙ୍ଗାଲି ଥାନା ଅନ୍ତର୍ଗତ ପଲସଦା ପଞ୍ଚାୟତ ଝାରୁପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଘଉଡାଇବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ମୃତ ମହିଳାଙ୍କୁ ରେଙ୍ଗାଲି ପୋଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଝାରସୁଗୁଡା…

ତାଳଚେର: ଇଟାଭାଟିରେ ଅଘଟଣ, ବିଦ୍ୟୁତ୍ ଆଘାତରେ ୨ ମୃତ

ତାଳଚେର(କେନ୍ୟୁଜ୍) : ଇଟାଭାଟିରେ ଅଘଟଣ । ବିଦ୍ୟୁତ୍ ଆଘାତରେ ୨ ମୃତ। ତାଳଚେର ଗୋଡିବନ୍ଧ ହରିହରପୁର ଇଟାଭାଟିରେ କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଆସିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ।…

ଢେଙ୍କାନାଳ : ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି ଯୁବକ ମୃତ

ଢେଙ୍କାନାଳ : ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି ଯୁବକ ମୃତ । ମୃତକ ହେଲେ ଢେଙ୍କାନାଳ ଜିଳ୍ଲା ସଦର ଥାନା ଅର୍ନ୍ତଗତ ବଳରାମପୁର ଗ୍ରାମର ଲକ୍ଷ୍ମଣ ଦେହୁରୀ । ବିଦ୍ୟୁତ୍‌ ଦେୟ ବାକି ଥିବାରୁ ଲକ୍ଷ୍ମଣଙ୍କୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରାଯାଇଥିଲା । ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରିବା ସମୟରେ…