Browsing Tag

electric shock

ଆନ୍ଧ୍ରରେ ଉଗାଡି ଉତ୍ସବ ବେଳେ ବଡ଼ ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ ଲାଗି ୧୩ ପିଲା ଆହତ

ଆନ୍ଧ୍ର ପ୍ରଦେଶର କୁରନୁଲ୍‌ ଜିଲ୍ଲାର ଚିନ୍ନା ତେକୁର ଗାଁରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଉଗାଡି ଉତ୍ସବ ବେଳେ ବିଦ୍ୟୁତ୍‌ ଆଘାତ ଲାଗି ୧୩ ଜଣ ପିଲା ଆହତ ହୋଇଛନ୍ତି । ଏହି ଘଟଣା ଆଜି ସକାଳର । ଅଞ୍ଜନେୟ ସ୍ୱାମୀ ମନ୍ଦିରରୁ ଯେତେବେଳେ ପ୍ରଭା ରଥ ଶୋଭାଯାତ୍ରା ବାହାରୁଥିଲା, ସେହି ସମୟରେ…

ବିଦ୍ୟୁତ ତାର ନେଲା ଜୀବନ, ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଗୋପ (କେନ୍ୟୁଜ): ଚନ୍ଦ୍ରଭାଗା ହେଲିପ୍ୟାଡ୍ ଛକ ନିକଟରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ଖୁଣ୍ଟ ଭାଙ୍ଗି ରାସ୍ତାରେ ଝୁଲି ରହିଥିବା ୩୩ କେଭିର ବିଦ୍ୟୁତ ତାର ନେଲା ଜୀବନ । ସୂଚନାରୁ ପ୍ରକାଶ ଚନ୍ଦ୍ରଭାଗା ଯିବା ସମୟରେ ଜଣେ ବାଇକ ଆରୋହୀ ରାସ୍ତାରେ ଓହଳିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି…

ରାଜସ୍ଥାନ: କୋଟାରେ ଶିବରାତ୍ରି ଉତ୍ସବ ବେଳେ ବ୍ୟାପିଗଲା କରେଣ୍ଟ୍‌, ପୋଡ଼ିଗଲେ ୧୪ ପିଲା; ଦୁଇ ଜଣଙ୍କ ଅବସ୍ଥା…

ଶିବରାତ୍ରି ଉତ୍ସବ ବେଳେ ରାଜସ୍ଥାନର କୋଟାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଶିବଙ୍କ ବରଯାତ୍ରୀ ବାହାରିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାୟ ୧୪ ଜଣ ପିଲା ପୋଡ଼ି ହୋଇ ଯାଇଛନ୍ତି । ଦୁର୍ଘଟଣା ପରେ ଚାରିଆଡ଼େ କେବଳ ଚିତ୍କାର ଶୁଭିଥିଲା । ଲୋକମାନେ ତୁରନ୍ତ ପିଲାମାନଙ୍କୁ ଧରି…

କାଳ ହେଲା ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର: ସଂସ୍ପର୍ଶରେ ଆସି ୨ ମୃତ

କଳାହାଣ୍ଡି (କେନ୍ୟୁଜ): ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେଡାଗାଁ ପଂଚାୟତ ଦାନିକାପେଲ ଗାଁର ଅଭାବନୀୟ ଘଟଣା। ବିଦ୍ଯୁତ ବିଭାଗର ଖାମଖିଆଲି ମନୋଭାବେ ଯୋଗୁଁ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ହୋଇଥିବା…

ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା, ୫ ଅଭିଯୁକ୍ତଙ୍କୁ ଗିରଫ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝରରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ । କେନ୍ଦୁଝର ତେଲକୋଇ ରେଞ୍ଜ ସଲେଇକେନାରେ ଦନ୍ତାହାତୀର ମୃତ୍ୟୁ ହୋଇଥିଲା ।…

ବିଦ୍ୟୁତ ଆଘାତରେ ମା-ପୁଅଙ୍କ ମୃତ୍ୟୁ, ଅଜା ଗୁରୁତର

ବ୍ରହ୍ମପୁର : ଖଲ୍ଲିକୋଟ ଥାନ ଅନ୍ତର୍ଗତ ଲୋଙ୍ଘର ଗ୍ରାମରେ ଅଭାବନୀୟ ଘଟଣା l ବିଦ୍ୟୁତ ଆଘାତରେ ହୋଇଛି ମା-ପୁଅଙ୍କ ମୃତ୍ୟୁ l ସୂଚନା ଅନୁଯାଇ ଗ୍ରାମର ଲକ୍ଷ୍ମୀ ପାହାନଙ୍କ ଘର ନିର୍ମାଣ ଚାଲୁଥିବା ବେଳେ ସର୍ଭିସ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ପୁଅ ଜିତୁ ପାହାନ ଓ ମାଆ ନିବାସୀ ପାହାନ ଆସି…

ଗଣେଶ ମୂର୍ତ୍ତି ନେବା ବେଳେ ଅଘଟଣ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ

କଟକ (କେନ୍ୟୁଜ): ଗଣେଶ ମୂର୍ତ୍ତି ନେବା ବେଳେ ଅଘଟଣ । ଗଶେଶ ପୂଜା ପାଇଁ ମୂର୍ତ୍ତି ନେବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ । କଟକ ନରାଜ ନିକଟରେ ଥିବା ଏକ ଘରାଇ ବିଶ୍ବବିଦ୍ୟାଳୟରେ ଅଘଟଣ । ଗଶେଶ ପୂଜା ପାଇଁ ମୂର୍ତ୍ତି ନେବା ବେଳେ ୫ ଜଣ ଛାତ୍ର ବିଦ୍ୟୁତ…

ଗଣେଶ ପୂଜା ପୂର୍ବରୁ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶ ଆସି ଜଣେ ମୃତ, ୩ ଗୁରୁତର

ଯାଜପୁର (କେନ୍ୟୁଜ) : ଗଣେଶ ପୂଜା ପୂର୍ବରୁ ଅଘଟଣ। ଗଣେଶ ମେଢ଼ ନେଇ ଯାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ତିନି ଜଣ ଆହତ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ଠାରେ। ସୂଚନା ମୁତାବକ, ପ୍ରାୟ ୮ ଜଣ ଯୁବକ ଗୋଟିଏ ଟ୍ରାକ୍ଟରରେ ଗଣେଶ ମେଢ଼ ନେଇ…

ଖୁଦୁରୁକୁଣୀ ଓଷା ପାଳନ ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଖିବୁଜିଲେ ଯୁବତୀ

କଟକ(କେନ୍ୟୁଜ୍): ଖୁଦୁରୁକୁଣୀ ଓଷା ପାଳନ ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ସିଡିଏ ହଇରାଣପୁର ବସ୍ତିରେ ଘଟିଛି ଏହି ଅଘଟଣ। ମୃତ ଯୁବତୀଙ୍କ ହେଲେ ହଇରାଣ ପୂର୍ ବସ୍ତିର ୨୩ ବର୍ଷୀୟ କଣ୍ଢେଇ ଦାସ। ଖୁଦୁରୁକୁଣୀ ପୂଜା ପାଇଁ ପଡିଶା ଘର ଛାତ ଉପରକୁ ଯାଇଥିବା…

ଯାଜପୁର: ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ

ଯାଜପୁର (କେନ୍ୟୁଜ): ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ । ଯାଜପୁର ରୋଡ଼ ଥାନା ବ୍ୟାସ ସରୋବର ପୀଠରେ ଅଘଟଣ। ଫେବ୍ରିକେସନ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ସୂଚନା। ମୃତ ଶ୍ରମିକ ୨ ଜଣ ପଶ୍ଚିମବଙ୍ଗ ମାଲଦା ଥାନା ଅଞ୍ଚଳର ଇନ୍ଦ୍ରଜିତ ମଣ୍ଡଳ ଓ ରେଜାବୁଲ୍ ଶେଖ…

ବାରହା ଫାଶ ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଝାରସୁଗୁଡା (କେନ୍ୟୁଜ): ବାରାହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ମୃତ ଯୁବକ ଜଣକ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସେମଲିଆ ଗ୍ରାମ ଛବିଳ ସା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଛବିଳ ଆଜି ସକାଳୁ ସେମଲିଆ ଗାଁର ମୁଣ୍ଡା…

ପଞ୍ଚାୟତ ପରିସରରେ ଆଜବେଷ୍ଟ ସେଡ୍ କାମ ଚାଲିଥିବା ବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ଶ୍ରମିକ ମୃତ ଜଣେ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍): ବିଦ୍ୟୁତ ଆଘତରେ ଜଣେ ଶ୍ରମିକ ମୃତ ଜଣେ ଶ୍ରମିକ ଗୁରୁତର। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମରେ। ଘଟଣା ପରେ ସୋରଣ ପଞ୍ଚାୟତ ସମ୍ମୁଖରେ ଶବ ରଖି ଶତାଧିକ ଗ୍ରାମବାସୀମାନେ  ଧାରଣା ଦେଇଥିଲେ। ଦୁଇ ଗୋଟି ଦାବି ନେଇ ଧାରଣା ୧-ପଞ୍ଚାୟତ…