Browsing Tag

Electric SUV

ଲଞ୍ଚ ହେବାକୁ ଯାଉଛି ମହିନ୍ଦ୍ରାର ୨ ଟି ନୂଆ ଇଲେକ୍ଟ୍ରିକ୍ SUV, ଟାଟା କର୍ଭକୁ ଦେବ କଡ଼ା ଟକ୍କର

କାର ନିର୍ମାତା Mahindra ଦୁଇଟି ନୂଆ Electric SUV ସହିତ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତ ହେଉଛି । ଉଭୟ ଗାଡ଼ି କମ୍ପାନୀ ଦ୍ୱାରା ବିଭିନ୍ନ ସେଗମେଣ୍ଟରେ ଲଞ୍ଚ କରାଯିବ । ଯେଉଁଥିପାଇଁ କମ୍ପାନୀ ଦ୍ୱାରା ଏକ ଟିଜର ମଧ୍ୟ ଜାରି କରାଯାଇଛି । ଲଞ୍ଚ ହେବାକୁ ଯାଇଥିବା ଦୁଇଟି କାରର ନାମ ହେଉଛି-…