Browsing Tag

electric vehicles

ଓଡ଼ିଶାରେ ନିର୍ମାଣ ହେବ ବିଦ୍ୟୁତ ଯାନ, ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ବିଦ୍ୟୁତ ଯାନ। ଜେଏସଡବ୍ଲୁ ନରାଜରେ କରିବ ବୈଦ୍ୟୁତିକ ଯାନ କାରଖାନା। ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ଗୋଟିଏ କାରଖାନାରେ ପ୍ରସ୍ତୁତ ହେବ ବ୍ୟାଟେରି ଓ ଇଭି। ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ ।…

ମାର୍କେଟକୁ ଆସୁଛି Oben Rorr Electric Vehicle

ଇଲେକଟ୍ରିକ ଭେଇକିଲ ଦୁନିଆରେ ଆଡ ହେଲା ଆଉ ଏକ ଶାନଦାର ଇଭି । oben Rorr ନିଜର ନୂଆ ଇଲେକଟ୍ରିକ ମୋଟର ସାଇକେଲର ଡେଲିଭରି ଆରମ୍ଭ କରିଛି। ଏହାର ଦାମ ଭଲ ରହିବା ସହ ମାଇଲେଜ ବଢ଼ିଆ ଅଛି ବୋଲି ଶୁଣିବାକୁ ମିଳିଛି। ତେବେ ଏହାର ପ୍ରଥମ ଡେଲିଭରି ବାଙ୍ଗାଲୋର ରେ ୨୫ ୟୁନିଟର କରାଯାଇଛି। କମ୍ପାନୀ…

ରାଜ୍ୟ ସରକାରଙ୍କ ଘୋଷଣା: ଇ-ଯାନ କିଣିଲେ ମିଳିବ ରିହାତି

ଭୁବନେଶ୍ୱର (କେନ୍ୟୁଜ): ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟ୍ ଇ-ଯାନ ସବ୍‌ସିଡି ବଢ଼ାଇବା ନିଷ୍ପତ୍ତି ଉପରେ ମୋହର ମାରିବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ବିନା ସୁଧରେ ଅଗ୍ରୀମ ଋଣ ଦେବେ ସରକାର

ଭୁବନେଶ୍ୱର (କେନ୍ୟୁଜ): ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ତେବେ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ଆବେଦନ କରିପାରିବେ ସରକାର କର୍ମଚାରୀ । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ…

ଭାରତରେ MG ଲଞ୍ଚ କରୁଛି Comet EV

MG Motor India ବର୍ତ୍ତମାନ ନିଜର ନୂଆ ଅପକମିଂ ଇଲେକଟ୍ରିକ କାର ଲଞ୍ଚ ସମ୍ପର୍କରେ ସୂଚନା ଦେଇଛି। ଏହାର ନାମ Comet EV's ରଖାଯାଇଛି ଯାହାକି iconic 1934 British Airplane ରୁ ପ୍ରେରିତ ହୋଇଛି। ଯାହାକି ଇଂଲଣ୍ଡ ଅଷ୍ଟ୍ରେଲିଆ ମେକାରବର୍ଟସନ ଏୟାର ରେସ୍‌ ରେ ଭାଗ ନେଇଥିଲା। ଏମଜି ଏୟାରର…

ବ୍ୟାଟେରୀ ଗାଡିରୁ ଲାଗିଲା ନିଆ, ପୋଡିଗଲା ୯ ଟି ବାଇକ, ଗୋଟିଏ କାର

ନବରଙ୍ଗପୁର (କେନ୍ୟୁଜ): ବ୍ୟାଟେରୀ ଗାଡି କିଣିଛନ୍ତି କି ଟିକିଏ ସାବଧାନତାର ସହ ଚାର୍ଜରେ ଲଗାନ୍ତୁ । ନବରଙ୍ଗପୁର ସାଇ ନଗର ଅଞ୍ଚଳରେ ଚାର୍ଜ ବସିଥିବା ଏକ ବ୍ୟାଟେରୀ ଗାଡିରେ ସଟସର୍କିଟ ଯୋଗୁଁ ୯ ଟି ବାଇକ ଗୋଟିଏ କାର ହୁ ହୁ ହୋଇ ଜଳି ପାଉଁଶ ହେଇଗଲା । ସୂଚନା ଅନୁଯାୟୀ ନବରଙ୍ଗପୁର ସାଇ…

ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଇଲେକଟ୍ରିକ ବାହନରେ ଖଞ୍ଜାଯିବ ନକଲି ସାଉଣ୍ଡ ଡିଭାଇସ୍‌: କେନ୍ଦ୍ର ସରକାର

ଭାରତରେ ଇଲେକଟ୍ରିକ ବାହନର କ୍ରେଜ ବଢ଼ିବାରେ ଲାଗିଛି। ଏଥିପାଇଁ ଏହାର ଦାମ, ଚାର୍ଜିଂ ବ୍ୟବସ୍ଥା ଏବଂ ରେଞ୍ଜ ସହ ଅନ୍ୟ ସମସ୍ତ କଥାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି। ଏହି ବାହନ ଇଲେକ୍ଟି୍ରି ଦ୍ୱାରା ଚାଲିଥାଏ। ଏଥିରେ ଇଞ୍ଜିନ ଲଗାଯାଇନଥାଏ । ତେଣୁ ଏହା ପ୍ରଦୂଷଣ କରିନଥାଏ । ତେଣୁ ଏହା…

ପଥଚାରୀଙ୍କ ପାଇଁ ବିପଦ ସାଜିପାରେ ବୈଦ୍ୟୁତିକ ଯାନ! ଏହି ପଦକ୍ଷେପ ଉଠାଇ ପାରନ୍ତି କେନ୍ଦ୍ର ସରକାର; ଜାଣନ୍ତୁ…

ଯେମିତି ଯେମିତି ଭାରତ ବୈଦ୍ୟୁତିକ ଯାନ ଆଡକୁ ଅଗ୍ରସର ହେଉଛି, ସେମିତି ହିଁ ଏହାର ମୂଲ୍ୟ, ଭିତ୍ତିଭୂମି ଢାଞ୍ଚା ଏବଂ ଡ୍ରାଇଭିଂ ରେଞ୍ଜ ସହ ଜଡିତ ଅନେକ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସୁଛି। ସ୍ୱଚ୍ଛ ଶକ୍ତିରେ ଚାଲୁଥିବା ବୈଦ୍ୟୁତିକ ଯାନଗୁଡିକ ଏତେ ଶାନ୍ତ ବା ଶବ୍ଦହୀନ ଯେ ଏଗୁଡ଼ିକ ରାସ୍ତାରେ…

ଘରେ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ମିଳୁଛି ୬ ହଜାର ଟଙ୍କାର ସବ୍‌ସିଡି, ଜାଣନ୍ତୁ କେମିତି କରିବେ ଆବେଦନ

ଆପଣ କେଉଁ ଆଡେ ଯଦି ଯାଉଥିବା ସମୟରେ ଗାଡିରୁ ପେଟ୍ରୋଲ ସରିଗଲେ ଆପଣ କୌଣସି ପେଟ୍ରୋଲ ପମ୍ପକୁ ଯାଇ ଗାଡିରେ ତେଲ ପକାଇଥାନ୍ତି। କିନ୍ତୁ ଥରେ ଭାବିଛନ୍ତି କି, ଆଜିକାଲି ବଜାରରେ ଚାଲୁଥିବା ଇଲେକ୍ଟ୍ରି ଯାନରୁ ଚାର୍ଜ ସରିଗଲେ କ’ଣ କରିବେ। କେଉଁଠିକୁ ଯିବେ, କେମିତି ଚାର୍ଜ କରିବେ ? କ’ଣ ଆପଣ ଇ-…

ଦିଲ୍ଲୀ ସରକାରଙ୍କ ନୂଆ ନିୟମ, ୨୦୨୪ ମସିହା ସୁଦ୍ଧା ଦିଲ୍ଲୀରେ ଚାଲିବ ୫ ଲକ୍ଷ ଇଲେକ୍ଟ୍ରିକ ଚାଳିତ ଯାନ

ଦିନ କୁ ଦିନ ବଢୁଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୨୪ ମସିହା ସୁଦ୍ଧା ଦିଲ୍ଲୀରେ ୫ ଲକ୍ଷ ଇଲେକ୍ଟ୍ରିକ ବାହନ ରେଜିଷ୍ଟର କରିବାକୁ ଲକ୍ଷ ରଖିଛନ୍ତି । ନିକଟରେ ଦିଲ୍ଲୀ କ୍ୟାବିନେଟରେ ପାରିତ ହୋଇଥିବା ନୂଆ ଏଭି ପଲିସୀ ଅନୁସାରେ ସରକାର ଇ-ବାହନ…

ଇଲେକଟ୍ରିକ ଗାଡି କିଣିଲେ ଦେବାକୁ ପଡିବନି ରୋଡ୍ ଟ୍ୟାକ୍ସ, କେନ୍ଦ୍ର ସରକାର ଲେଖିଲେ ରାଜ୍ୟକୁ ଚିଠି

ଦେଶରେ ଇଲେକଟ୍ରିକ୍ ବାହନକୁ ପ୍ରତ୍ସୋହନ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏମିତି ବାହନ ପାଇଁ ପରମିଟ୍ ଶେଷ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସଡକ ଏବଂ ପରିବହନ ମନ୍ତ୍ରାଳୟର ସଂଯୁକ୍ତ ସଚୀବ ପକ୍ଷରୁ ଜାରୀ କରାଯାଇଥିବା ଏହି ପତ୍ର ସମସ୍ତ ରାଜ୍ୟର ପରିବହନ ପ୍ରମୁଖ ସଚିବ ଏବଂ…