ଦେବଗଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ OPTCL ଆଉଟସୋର୍ସିଂ କର୍ମଚାରୀ ଗୁରୁତର
ଦେବଗଡ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ OPTCL ଆଉଟସୋର୍ସିଂ କର୍ମଚାରୀ ଗୁରୁତର । ଦେବଗଡ ଜିଲ୍ଲା ବାରକୋଟ ଥାନା ଆମ୍ବକଟା ସ୍ଥିତ ୨୨୦/୩୩ କେଭି ଗ୍ରୀଡ ସବଷ୍ଟେସନରେ ଅଘଟଣ । ଗୁରୁତର ୨ କର୍ମଚାରୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଥିବା ସୂଚନା । ଉଭୟଙ୍କୁ ପ୍ରଥମେ ଦେବଗଡ ଜିଲ୍ଲା…