Browsing Tag

electricity

ଶିମିଳିପାଳ ବାସିନ୍ଦାଙ୍କ ପାଇଁ ଖବର: ୪୨ ଟି ଗାଁରେ ଜଳିଲା ବିଜୁଳି, ଉପକୃତ ହେଲେ ୫ହଜାର ୯ ଶହ ପରିବାର

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ବାସିନ୍ଦାଙ୍କ ପାଇଁ ଆସିଛି ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ବିଜୁଳି ଲାଇଟ । ଅଭୟାରଣ୍ୟର ଅସ୍ତକୁମର, ଗୁଡ଼ଗୁଡ଼ିଆ ଓ ବରେଇପାଣି ପଞ୍ଚାୟତର ୪୨ ଟି ଗାଁରେ ଜଳିଲା ବିଜୁଳି । ଏଥିରେ ୫ହଜାର ୯ ଶହ ପରିବାର ଉପକୃତ ହୋଇଛନ୍ତି । ଭିସି ଜରିଆରେ…

ଓଡ଼ିଶାକୁ ମିଳିବ ୪୦୦ ମେଗାଓ୍ଵାଟ ବିଜୁଳି, କେନ୍ଦ୍ରର ଅଣଆବଣ୍ଟିତ କୋଟାରୁ ମିଳିବ ବିଜୁଳି

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୦ ଦିନ ଯାଏ ଓଡ଼ିଶାକୁ ମିଳିବ ୪୦୦ ମେଗାଓ୍ଵାଟ ବିଜୁଳି । କେନ୍ଦ୍ରର ଅଣଆବଣ୍ଟିତ କୋଟାରୁ ଓଡ଼ିଶାକୁ ୧୦ଦିନ ଯାଏ ଦୈନିକ ୪୦୦ ମୋଗାଓ୍ଵାଟ ବିଦ୍ୟୁତ ମିଳିବ । ରାଜ୍ୟ ଶକ୍ତି ବିଭାଗର ଚିଠି ପରେ କେନ୍ଦ୍ର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୫ ଯାଏ ଦୈନିକ…

ବିଜୁଳି ବିଭାଗରେ ଚାକିରି ସୁଯୋଗ, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ୧୦ମ ପାସ୍‌ କରିଥିଲେ ଆପଣ ତୁରନ୍ତ କରିପାରିବେ ଆବେଦନ । ଛତିଶଗଡ ପାଓ୍ଵର ଜେନେରେସନ କମ୍ପାନୀ ଲିମିଟେଡ୍‌ ୧୦୫ ଆଇଟିଆଇ ଅପାରଣ୍ଟିସ ପଦବୀ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ CSPGCL recruitment 2023 କୁ…

ବିନା ବିଦ୍ୟୁତ୍‌ରେ ଶୀତଳ ପବନ ଦେବ ଏହି ଫ୍ୟାନ୍‌, ଦାମ୍‌ ବି ବହୁତ କମ୍‌…ଆମାଜନରୁ ଉଠାନ୍ତୁ ଲାଭ

ଖରାଦିନ ଚାଲିଛି। ଏହା ସହିତ ଏସି ଓ କୁଲର୍‌ର ଡିମାଣ୍ଡ ମଧ୍ୟ ଆକାଶଛୁଅାଁ ହେବାରେ ଲାଗିଛି। ସମର ସିଜନ ଆସିବା ମାତ୍ରେ ହିଁ ଏସି ଓ କୁଲର୍‌ର ଦାମ୍‌ ବଢ଼ି ଯାଇଥାଏ। ତା’ ଛଡ଼ା ଖରାଦିନେ ସବୁଠୁ ଅଧିକ ସମସ୍ୟା ହୋଇଥାଏ ପାଓ୍ଵାର କଟ୍‌ର। ପାଓ୍ଵାର କଟ୍‌ ହୋଇଗଲେ ବାଧ୍ୟ ହୋଇ ଆମକୁ ଗରମରେ ରହିବାକୁ…

ଓଡିଶାବାସୀ ପାଇବେ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ, ୭ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ୭ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନସମିଶନ ଲାଇନ ପାଇଁ ୪୫୦ କୋଟି…

ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଜୁଳି ସଙ୍କଟ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ବର(କେନ୍ୟୁଜ): ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଜୁଳି ସଙ୍କଟ ନାହିଁ ବୋଲି କହିଛନ୍ତି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅନ୍ୟ ରାଜ୍ୟରେ କୋଇଲା ପହଞ୍ଚିପାରୁ ନଥିବାରୁ ଦିନକୁ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି । କିନ୍ତୁ ଓଡ଼ିଶାରେ ସେମିତି ସ୍ଥିତି ନାହିଁ । ରାଜ୍ୟରେ…

ଦେଶରେ ବିଦ୍ୟୁତ ସଙ୍କଟ ସହିତ ହେଲା କୋଇଲା ଅଭାବ: ଗତକାଲି ଅପରାହ୍ନ ୨ଟା ୫୦ରେ ବିଜୁଳିର ଚାହିଦା ଥିଲା ସର୍ବାଧିକ:…

ନୂଆଦିଲ୍ଲୀ : ବଢି ଚାଲିଛି ନିଅଣ୍ଟିଆ କୋଇଲା ଯୋଗାଣ ସମସ୍ୟା । ଫଳରେ ଘନ ଘନ ବିଜୁଳିକାଟ କରାଯାଉଛି । ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟର ଲୋକମାନେ ଆଜିକାଲି ବିଦ୍ୟୁତ କାଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଥିରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ,ପଞ୍ଜାବ , ହରିୟାଣା,…

କଟିପାରେ ଲାଇନ୍‌! ସାରା ଦେଶର ସମସ୍ତ ଥର୍ମାଲ ପାଓ୍ଵାର ପ୍ଲାଣ୍ଟରେ ଭୟଙ୍କର କୋଇଲା ସଙ୍କଟ, ଉତ୍ପାଦନ ହେଉଛି ବିଦ୍ୟୁତ୍‌

ସୂର୍ଯ୍ୟଙ୍କ ତାପମାତ୍ରା ବଢ଼ିବା ସହ ଏବେ ଦେଶରେ ବିଜୁଳି ସଙ୍କଟ ବି ଦେଖାଦେବା ଆରମ୍ଭ ହୋଇଛି। ଦେଶରେ ବିଜୁଳିର ଡିମାଣ୍ଡ ରେକର୍ଡ ସ୍ତରକୁ ପାର କରିଛି। ସ୍ଥିତି ଏତେ ଖରାପ ହୋଇଛି ଯେ ଏବେ ଦେଶର ୮୫ଟି ପାଓ୍ଵାର ପ୍ଲାଣ୍ଟରେ କୋଇଲା ସରିବାକୁ ବସିଲାଣି। ଭୀଷଣ ଗରମ ମଧ୍ୟରେ ଦେଶରେ ବିଜୁଳି ସଙ୍କଟ…

ପରୀକ୍ଷା ଓ ଗରମକୁ ଦୃଷ୍ଟିରେ ରଖି ଓଡିଶାରେ ହେବ ନାହିଁ ବିଜୁଳି କାଟ୍, ବିଦ୍ୟୁତ ବିତରକ କମ୍ପାନୀକୁ ମୁଖ୍ୟ ଶାସନ…

କେନ୍ୟୁଜ୍(ବ୍ୟୁରୋ): ସରିଲା ବୈଠକ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଜୁଳି ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। ବିଜୁଳି ବଣ୍ଟନ କାରୀ କମ୍ପାନୀମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ପରୀକ୍ଷା ଓ ଗରମକୁ ଦୃଷ୍ଟିରେ ରଖି ବିଜୁଳି ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।…

ଜୁଲାଇ ୧ ତାରିଖରୁ ସମସ୍ତଙ୍କ ଘରକୁ ମିଳିବ ମାଗଣା ୩୦୦ ୟୁନିଟ୍‌ ବିଜୁଳି, ଏହି ରାଜ୍ୟ ସରକାର କଲେ ବଡ ଘୋଷଣା

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ପଞ୍ଜାବ ସରକାର ଏବେ ସାଧାରଣ ଜନତା ପାଇଁ ବଡ ଘୋଷଣା କରିଛନ୍ତି। ଜନତାଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ମାନ୍ ସରକାର । ପଞ୍ଜାବ ବିଧାନସଭା ନିର୍ବାଚନରେ ଜବରଦସ୍ତ ବିଜୟ ପରେ ଆପ୍‌ ଏପରି ନିଷ୍ପତ୍ତି ନେଇଛି। ଜୁଲାଇ ୧ରୁ ରାଜ୍ୟବାସୀଙ୍କୁ ସରକାର ଦେବେ…

ମଣିଷ ଦେହର ଝାଳରୁ ଉତ୍ପନ୍ନ ବିଦ୍ୟୁତ ଶକ୍ତିରେ କରିପାରିବେ ଫୋନ ଚାର୍ଜ, ରିସର୍ଚ୍ଚରୁ ମିଳିଲା ସୂଚନା

ଆଧୁନିକ ଜ୍ଞାନ କୌଶଳ ତଥା ବିଜ୍ଞାନର ଉନ୍ନତିରେ ଦେଶର ଉନ୍ନତି ହୋଇଥାଏ । ଏଥିପାଇଁ ସମସ୍ତ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ ।ବିଜ୍ଞାନର ଉନ୍ନତି ଆଜିର ସମୟରେ ଅନେକ ହେଲାଣି । ଏହାର ଜ୍ୱଳନ୍ତ ନମୁନା ମଧ୍ୟ ଆମେ ଅନେକ ବାର ଦେଖିଛେ । ଏବେ ରିସର୍ଚ୍ଚର ମାନେ ଏକ ବୈଜ୍ଞାନିକ ପଦ୍ଧତି ଆପଣାଇ…

ଇଲେକ୍ଟ୍ରିସିଆନଙ୍କ ଦୁଃସାହସିକ କାମକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, ହାତ ଯୋଡି କହିଲେ ଏମିତି କଥା

ନିକଟରେ ସମଗ୍ର ମୁମ୍ବାଇର ବିଜୁଳି ଠପ୍‌ ହୋଇପଡିଥିଲା। ମେଟ୍ରୋ ଠାରୁ ଆରମ୍ଭ କରି ସମଗ୍ର ମାୟା ନଗରୀ ଅନ୍ଧକାରମୟ ରହିଥିଲା। ଏହି କାଟ୍‌ ହୋଇଥିବା ଲାଇନକୁ କିପରି ଜଣେ ବ୍ୟକ୍ତି ପାହାଡ ମଧ୍ୟରେ ତାରରେ ଝୁଲି କିଭଳି ସଜାଡୁଛନ୍ତି ତାହାର ଏକ ଭିଡିଓ ଭାଇରଲ ହୋଇଛି। ଆଉ ଏହି ଭିଡିଓକୁ ଦେଖି ଆନନ୍ଦ…