Browsing Tag

electricity bill

ମହଙ୍ଗା ହୋଇପାରେ ବିଜୁଳି ବିଲ୍‌, ୟୁନିଟ୍ ପିଛା ୫୪ ପଇସା ବଢ଼ାଇବାକୁ ପ୍ରସ୍ତାବ

ମହଙ୍ଗା ହୋଇପାରେ ବିଜୁଳି । ବିଜୁଳି ବିଲ୍ ବାବଦରେ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା । ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି । ଓଇଆରସି ନିକଟରେ ଗ୍ରୀଡକୋ ଦାଖଲ କରିଥିବା ବାର୍ଷିକ ରାଜସ୍ବ…

ସମାଜବାଦୀ ପାର୍ଟି ସାଂସଦ କରୁଥିଲେ ବିଦ୍ୟୁତ୍ ଚୋରି : ଏତେ ବୈଦ୍ୟୁତିକ ଉପକରଣ ଚାଲିଥିଲେ ମଧ୍ୟ ଆସୁଥିଲା ୦ ବିଲ୍,…

ଉତ୍ତରପ୍ରଦେଶ ସାଂସଦ ଜିୟାଉର ରହମାନ ବର୍କଙ୍କ ଅଢୁଆ ବଢିଛି । ସମ୍ଭଲର ସାଂସଦ ବର୍କଙ୍କ ବିରୋଧରେ ବିଦ୍ୟୁତ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ତାଙ୍କ ବିରୋଧରେ ପୁରୁଣା ମିଟର ବଦଳେଇବା ସହ ମିଟର ଟାମ୍ପରିଂ କରିବା ଅଭିଯୋଗ ଆସିଛି । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏ ନେଇ ବିଜୁଳି…

ବକେୟା ବିଜୁଳି ବିଲ୍ ଆଦାୟ ପାଇଁ ଅଣ୍ଟା ଭିଡିଲେ ସରକାର

କେଭିଙ୍କ ଫୋକସରେ ବକେୟା ବିଦ୍ୟୁତ୍ ଶୁଳ୍କ ।  ରାଜ୍ୟର ୨୩ ଶିଳ୍ପ ସଂସ୍ଥା ଦେଇନାହାଁନ୍ତି ବକେୟା ବିଜୁଳି ବିଲ୍ ।  ଏହି ସଂସ୍ଥା ଗୁଡ଼ିକ ଉପରେ ୧୦୯୬ କୋଟି ଟଙ୍କା ବକେୟା ବିଲ୍ ପଡିଛି ।  ତାଳଚେରର ଏକ ତାପଜ ବିଦ୍ୟୁତ୍ କମ୍ପାନୀ ସର୍ବାଧିକ ୨୮୫ କୋଟି ଟଙ୍କା ବାକି ରଖିଛି ।  ସେହିପରି ଯାଜପୁର…

ପୁରୀରେ ଇଲେକ୍ଟ୍ରି ବିଲରେ ଚଞ୍ଚକତା ଅଭିଯୋଗ: ଟିଭି, ଫ୍ରିଜ୍, ଏସି, ସବୁ ବ୍ୟବହାର ପରେ ବି ଆସୁଛି ମାତ୍ର ୨୦ ଟଙ୍କା

ପୁରୀ: ଇଲେକ୍ଟ୍ରିବିଲ୍ ।  ଯାହା ପ୍ରତି ମାସରେ ଜଣେ ସାଧାରଣ ଉପଭୋକ୍ତା ପାଇଁ ଚିନ୍ତାର କାରଣ ପାଲଟିଥାଏ । କାହିଁକି ନା ଘର ଭଡା, ପିଲା ଛୁଆଙ୍କ ଖର୍ଚ୍ଚ, ଘର ଖର୍ଚ୍ଚ ପରେ ଯାହା ରୁହେ ପ୍ରତି ମାସରେ ଇଲେକ୍ଟ୍ରିବିଲ୍ ଦେଇଥାନ୍ତି ସଭିଏଁ । ଥାଉ ନଥାଉ ଯେହେତୁ ଘରେ ଇଲେକ୍ଟ୍ରି ବ୍ୟବହାର କରୁଛେ…

ଗରିବ ପରିବାରକୁ ମିଳିଲା ୩୧ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌, କେମିତି ହେଲା ସମ୍ଭବ !

ବିଦ୍ୟୁତ ବିଭାଗର ଅବହେଳା । ଗରିବ ପରିବାକୁ ମିଳିଳା ୩୧ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ । ବିହାରର ମୁଜାଫରପୁର ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା । ବିଦ୍ୟୁତ୍ ବିଭାଗ ଏକ ଗରିବ ପରିବାରକୁ ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ପଠାଇଛି। ଗରିବ ପରିବାର ୩୧ ଲକ୍ଷ ଟଙ୍କା…

ରେଲୱେରେ ଏକ ବର୍ଷରେ କେତେ ଆସିଥାଏ ଇଲେକ୍ଟ୍ରିସିଟି ବିଲ୍? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସାଧାରଣ ଘରେ ବିଦ୍ୟୁତ୍ ବିଲ୍ ବୃଦ୍ଧି ହେତୁ ଲୋକମାନେ ଅନେକ ସମୟରେ ଲୋକେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ଆପଣ କେବେ ଭାବିଛନ୍ତି କି ରେଳବାଇରେ ପ୍ରତିଦିନ କେତେ ବିଦ୍ୟୁତ୍ ଖର୍ଚ୍ଚ ହୁଏ ଏବଂ ସେମାନେ ୟୁନିଟ୍ ପିଛା କେତେ ଟଙ୍କା ଦେଇଥାନ୍ତି? ଭାରତରେ,…

ଖରାଦିନେ AC ବିଲ୍ ଅଧିକ ଆସୁଛି କି? ଆପଣାନ୍ତୁ ଏହି ସବୁ ଉପାୟ କମ୍ ଆସିବ ବିଲ୍

ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ବର୍ତ୍ତମାନ ଏସି ଏବଂ କୁଲର୍ ବ୍ୟବହାର କରୁଛନ୍ତି । କିନ୍ତୁ ଲୋକମାନେ ଏସି ଏବଂ କୁଲର୍ ବ୍ୟବହାର କରୁଥିବାରୁ ସେହି ଅନୁଯାୟୀ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ । ବେଳେବେଳେ ଏହି କାରଣରୁ ବିଦ୍ୟୁତ୍ ବିଲ୍ ମଧ୍ୟ ବଢିଥାଏ ଏବଂ ମାସିକ…

ଚଳିତ ମାସ ଓଡ଼ିଶାରେ ଆସିବନି ଇଲେକ୍ଟ୍ରିସିଟି ବିଲ୍, ଜାଣନ୍ତୁ କାହିଁକି?

ଖବର ଅନୁଯାୟୀ ଚଳିତ ମାସ ବିଦ୍ୟୁତ ବିଲ ଆସିବ ନାହିଁ କୌଣସି କାରଣ ବଶତଃ ଏହି ମାସ ବିଦ୍ୟୁତ ମିଟର ରିଡିଂ ହୋଇପାରୁ ନାହିଁ । ତେଣୁ ଉପଭୋକ୍ତାଙ୍କୁ ଗତ ୩ ମାସର ବିଲକୁ ଆଧାର କରି ହାରାହାରି ଅସ୍ଥାୟୀ ବିଲ ଦିଆଯାଉଛି । ତେବେ ମାର୍ଚ୍ଚ ମାସ ଠାରୁ ପୂର୍ବ ଭଳି ମିଟର ରିଡିଂ ଅନୁସାରେ ବିଲ୍ ନିୟମିତ…

ରାଜ୍ୟବାସୀଙ୍କୁ ସରକାରଙ୍କ ବଡ଼ ଭେଟି, କମିଲା ବିଜୁଳି ଦର

ଭୁବନେଶ୍ୱର (କେନ୍ୟୁଜ୍‌) : ସାରା ରାଜ୍ୟର ବିଦ୍ୟୁତ୍‌ ଗ୍ରହାକଙ୍କୁୁ ବଡ଼ ଆଶ୍ୱସ୍ତି । ଗ୍ରୀଷ୍ମ ଆସିବା ପୂର୍ବରୁ କମିଲା ବିଜଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା । ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ବିପିଏଲ ଉପଭୋକ୍ତାପାଇଁ ମାସିକ…

ସରକାର ଆଣିଲେ ଜବରଦସ୍ତ ସ୍କିମ୍‌, ଏସି କୁଲର ଫ୍ୟାନ୍‌ ସବୁକିଛି ଚାଲିବ ମାଗଣାରେ

ଗରମ ଦିନେ ବିଜୁଳିର ବ୍ୟବହାର ଅଧିକ ହେଉଥିବା କାରଣରୁ ବିଦ୍ୟୁତ୍ ବିଲ୍ ବହୁତ ବୃଦ୍ଧି ପାଇଥାଏ । କିନ୍ତୁ ଏସି, କୁଲର୍ ଏବଂ ଫ୍ୟାନ୍ ଭଳି ଉପକରଣର ବ୍ୟବହାର ବୃଦ୍ଧି କରିବାର ଗୋଟିଏ ଉପାୟ ହେଉଛି ସୋଲାର ପ୍ୟାନେଲର ବ୍ୟବହାର । ସୋଲାର ପ୍ୟାନେଲ ହେଉଛି ଏକ ଏମିତି ପ୍ରଡକ୍ଟ, ଯାହା ସୂର୍ଯ୍ୟଙ୍କ…

ଏବେ ଆପଣଙ୍କ ବିଜୁଳି ବିଲ୍‌ ଆସିବ ଜିରୋ ! ସାରା ଜୀବନ ମାଗଣାରେ ଜାଳିବେ ଲାଇଟ, ସରକାର ଦେଲେ ସୂଚନା

ଆଜିର ସମୟରେ ଆମେ ଦେଖନ୍ତି ଯେ ଅନେକ ଲୋକ ବିଜୁଳି ବିଲ ଆସିଲେ ଭାରି ବ୍ୟସ୍ତ ହୋଇପଡନ୍ତି ଆଉ ଚିନ୍ତା ବି କରନ୍ତି । ଯଦି ଆପଣଙ୍କ ସହିତ ବି ଏମିତି କିଛି ହେଉଛି ତାହେଲେ ଆପଣଙ୍କୁ ବିଲକୁଲ ବି ଟେନସନ୍‌ ନେବାର ଆବଶ୍ୟକ ନାହିଁ । ଏବେ ଆପଣଙ୍କୁ ଆଉ ଟଙ୍କାଟିଏ ବି ବିଜୁଳି ବିଲ୍‌ ଦେବାକୁ ପଡିବନି…

ଏବେ ଫ୍ରି ହୋଇଯିବ ବିଜୁଳି ବିଲ୍‌ ! ବିଦ୍ୟୁତ୍‌ ବିଲ୍‌ ପଇଠ ମାତ୍ରକେ ହିଁ କ୍ୟାସବ୍ୟାକ୍‌ କରିଦେବ କମ୍ପାନୀ

ଆପଣଙ୍କ ସହ କେବେ ଏମିତି ହୋଇଛି ଯେ ଆପଣ ବିଜୁଳି ବିଲ ଭରିଛନ୍ତି ଆଉ ସେହି ପୂରା ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପୁଣି ଆସିଯାଇଛି। ଏ କଥା ଶୁଣି ହୁଏତ ଆପଣଙ୍କୁ ମଜାଗ ଲାଗୁଥାଇପାରେ କିନ୍ତୁ ବାସ୍ତବରେ ଏମିତି ହେଉଛି। ବିଜୁଳି ବିଲ୍‌ ଭରିବା ପରେ ପୂରା ଟଙ୍କା ଆକାଉଣ୍ଟକୁ ଆସିଯାଉଛି। ଆଉ ଏମିତି…