ନୟାନ୍ତ କରୁଛି ଗୁଳୁଗୁଳି ଆଉ ବିଜୁଳି, ଲୋକେ ହେଉଛନ୍ତି ସନ୍ତୁଳି
ଭୁବନେଶ୍ୱର (କେନ୍ୟୁଜ୍) : ଓଃ କି ଗରମ ଆଉ ଗୁଳୁଗଳି ! ଆଉ ସହି ହେଉନି ।… ବୋଧହୁଏ ଇଏ ହେଉଛି ଅଧିକାଂଶ ଲୋକଙ୍କ ପାଟିରୁ ଆପେ ଆପେ ବାହାରି ଆସୁଛି । କାରଣ ଗରମ ଓ ଗୁଳୁଗୁଳି ଏମିତି ବ୍ୟତିବ୍ୟସ୍ତ କରୁଛି ତାକୁ ସହ୍ୟ କରିବା ସହଜ ହେଉ ନାହିଁ । ପରିବେଶ ପୂରା ତାତି ଯାଉଥିବା ବେଳେ ଦେହରୁ ଗମ୍…