Browsing Tag

electrocuted

ବିଦ୍ୟୁତ ତାର ଛିଡି ଯୁବକ ଗୁରୁତର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନଳପାହି ଗାଁ ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି | ସୂଚନା ମୁତାବକ, ଆଜି ରାତି ପ୍ରାୟ ୮ ଟା  ସମୟରେ ଏକମାଣିଆ ପଞ୍ଚାୟତ ନଳପାହି ଗାଁର ସନ୍ତୋଷ ରାଉତ  ଗାଁ ଦାଣ୍ଡରେ ଚାଲି ଚାଲି ଘରକୁ ଯାଉଥିଲେ | ଗାଁ…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମୃତକ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଲୁଡଙ୍ଗରି ଗାଁ ର ୫୫ ବର୍ଷୀୟ ସତ୍ୟ ଭତରା ବୋଲି ସୂଚନା ମିଳିଛି ।  ସକାଳୁ ସତ୍ୟ  ଗାଁ ନିକଟ କାଜୁ ବାଡ଼ ରେ ଶୌଚ ହେବାପାଇଁ ଯାଇଥିବା ବେଳେ  ୧୧ କେଭିର ଏକ…

ବିଜୟାଦଶମୀରେ ଦୁଃଖଦ ଘଟଣା: ବିଦ୍ୟୁତ୍ ଆଘାତରେ ବୌଦ୍ଧ ଜବଲପୁର ଗାଁର ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ

ବୌଦ୍ଧ(କେନ୍ୟୁଜ୍): ବିଜୟାଦଶମୀରେ ଦୁଃଖଦ ଘଟଣା। ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ। ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ  ଦିଅର ସୁଶୀଲ…

ଓ୍ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର, ଅସାବଧାନତା ଯୋଗୁଁ ଚାଲିଗଲା ୨୫ ବର୍ଷୀୟା ବିବାହିତାଙ୍କ ଜୀବନ

ନବରଙ୍ଗପୁର(କେନ୍ୟୁଜ୍‌): ଗୋଟିଏ ଓ୍ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର। ହସ ଖୁସି ରେ ଚାଲିଥିବା ପରିବାରର ମୁହଁରୁ ହସ ଛଡେଇ ନେଲା ଓ୍ୱାଟର ହିଟର। ଟିକିଏ ଅସାବଧାନତା ଯୋଗୁଁ ଆଜି ଚାଲିଗଲା ୨୫ ବର୍ଷୀୟା ଜଣେ ବିବାହିତାଙ୍କର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ସହର…

ଯାଜପୁର: ନାନପୁର ଗ୍ରାମରେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଯାଜପୁର(କେନ୍ୟୁଜ): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ପଞ୍ଚାୟତ ନାନପୁର ଗ୍ରାମର ମହେନ୍ଦ୍ର ମଲିକ। ମହେନ୍ଦ୍ର ଆଜି ସକାଳେ ଗୁହାଳରୁ ଗାଈକୁ ବାହାର କରି ନେଉଥିବା ବେଳେ ପୂର୍ବରୁ ଛିଡି ପଡିଥିବା ଏକ ବିଦ୍ୟୁତ୍ ତାର…

ରାଜଗାଙ୍ଗପୁର ଗରିଆମାଲ ଗାଁରେ ବିଦ୍ୟୁତ୍‌ ଆଘାତରେ ଦୁଇ ହକି ଖେଳାଳିଙ୍କ ମୃତ୍ୟୁ ଘଟଣା, କୋଚ୍‌ ସୁନୀଲ ଗିଗାଙ୍କୁ ଗିରଫ…

ରାଜଗାଙ୍ଗପୁର(କେନ୍ୟୁଜ): ରାଜଗାଙ୍ଗପୁର ଥାନା ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ବିଦ୍ୟୁତ୍‌ ଆଘାତରେ ଦୁଇ ହକି ଖେଳାଳିଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଦୁଇ ଖେଳାଳିଙ୍କ କିଭଳି ମୃତ୍ୟୁ ହେଲା ସେନେଇ ତଦନ୍ତ ଚାଲିଛି। ଦୁଇ ଜଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛି ଖେଳ…

ତାମିଲନାଡୁରେ ଏକ ମନ୍ଦିର ଶୋଭାଯାତ୍ରାରେ ଅଘଟଣ: ବିଦ୍ୟୁତ୍‌ ତାରରେ ରଥ ଲାଗିଯିବାରୁ ୧୧ ଜଣଙ୍କ ମୃତ୍ଯୁ

ତାମିଲନାଡୁ: ତାମିଲନାଡୁରେ ମନ୍ଦିର ଶୋଭାଯାତ୍ରାରେ ଅଘଟଣ । ତାଞ୍ଜାଭୁର ଜିଲ୍ଲାରେ ଶୋଭାଯାତ୍ରା ବେଳେ ୧୧ ଜଣ ମୃତ, ୧୫ରୁ ଅଧିକ ଆହତ । ଶୋଭାଯାତ୍ରାରେ ଆସୁଥିବା ରଥ ବିଦ୍ୟୁତ୍‌ ତାରରେ ଲାଗିବାରୁ ଏଭଳି ଅଘଟଣ ଘଟିଛି । ବିଦ୍ୟୁତ ସଂଶ୍ପର୍ଷରେ ଆସି ରଥରେ ନିଆଁ ଲାଗିଯାଇଥିଲା। ମୃତକଙ୍କ ମଧ୍ୟରେ…

ରାୟଗଡା: ବିଷମକଟକ ଠଙ୍ଗପଡା ଗାଁରେ ଅଭାବନୀୟ ଘଟଣା, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ଵଶୁର ଏବଂ ବୋହୂଙ୍କ ମୃତ୍ୟୁ

ରାୟଗଡା : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ଵଶୁର ଏବଂ ବୋହୂଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଠଙ୍ଗପଡା ଗାଁରେ । ଘଟଣାସ୍ଥଳରେ ହିଁ ଶ୍ଵଶୁର ଡାହାଣୀ ମାଣ୍ଡିକା ଓ ବୋହୁ ସୁମିତ୍ରା ମାଣ୍ଡିକାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସୁମିତ୍ରା…

ଡୁମୁଡୁମା ସ୍ଥିତ ରଘୁନାଥନଗର ଅଞ୍ଚଳରେ ଶୋକର ଛାୟା: ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ଜଣଙ୍କ ଜୀବନ

ଭୁବନେଶ୍ୱର: ବିଦ୍ୟୁତ ନେଲା ଗୋଟିଏ ପରିବାରର ୩ଜଣଙ୍କ ଜୀବନ । ବିଦ୍ୟୁତ ଆଘାତରେ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି । ଭୁବନେଶ୍ୱର ଡୁମୁଡୁମା ସ୍ଥିତ ରଘୁନାଥନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ଜଣେ ୫ ବର୍ଷର ଶିଶୁ ରହିଛି ।…

ମହାକାଳପଡ଼ା: ବାଲି ବୋଝେଇ ଟ୍ରକରେ ଲାଗିଲା ବିଦ୍ୟୁତ ତାର, ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

ମହାକାଳପଡ଼ା: ପୁଣି ବିଦ୍ୟୁତ ତାର ନେଲା ଜୀବନ । ଗାଡିରେ ଲାଗିଲା ବିଦ୍ୟୁତ ତାର । କେନ୍ଦ୍ରାପଡ଼ା ମହାକାଳପଡ଼ା ତରପଦାରେ ବାଲି ବୋଝେଇ ଟ୍ରକ୍ ଯାଉଥିବା ବେଳେ ୧୧ କେଭି ତାର ଲାଗି ଯାଇଥିଲା । ଘଟଣାସ୍ଥଳରେ ଡ୍ରାଇଭର ପ୍ରଭାତ ସେଠୀର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ଗଞ୍ଜାମ: ଘର ଭିତରେ ଓଦା ଲୁଗା ଶୁଖାଇବା ବେଳେ ଲାଗିଲା କରେଣ୍ଟ, ନାତି ସହ ଗଲା ଜେଜେମାଆର ପ୍ରାଣ

ଗଞ୍ଜାମ : ବିଦ୍ୟୁତ ତାର ନେଲା ଦୁଇ ଜୀବନ । ଘର ଭିତରେ ଓଦା ଲୁଗା ଶୁଖାଇବା ବେଳେ ଲାଗିଲା କରେଣ୍ଟ । ନାତିକୁ ବଞ୍ଚାଇବାକୁ ଯାଇ ଜେଜେମାଆ ବି ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କୋକଲୁଣ୍ଡା ଗାଁରେ । ମୃତକମାନେ ହେଲେ ରାଜେଶ ଜେନା ଓ ତାଙ୍କ…

ମୋବାଇଲରେ ଭିଡିଓ ଗେମ ଖେଳିବା ସମୟରେ ଲାଗିଯାଇଥିଲା ନିଦ, ସକାଳୁ ଶେଯରୁ ମିଳିଲା ଶବ

ମୋବାଇଲ ଚାର୍ଜରେ ବସାଇ ବ୍ୟବହାର କରିବା ପ୍ରକୃତରେ କେତେ କ୍ଷତିକାରକ ହୋଇପାରେ ତାହା ଆପଣ ଏହି ଖବର ପଢିବା ପରେ ନିଶ୍ଚିତ ବୁଝିପାରିବେ । କାରଣ ଥାଇଲାଣ୍ଡର ଜଣେ ୨୫ ବର୍ଷୀୟ ଯୁବକ ମୋବାଇଲକୁ ଚର୍ଜାରେ ବସାଇ ଗେମ ଖେଳୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ…