Browsing Tag

electrocution case

ବିଦ୍ୟୁତ୍ ଆଘାତରେ ବୋହୂ ମୃତ , ଶ୍ୱଶୁର ଓ ଶାଶୁ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗାଁର ନୁଆଁସାହିରେ ବିଦ୍ୟୁତ୍ ଆଘାତରେ ବୋହୂ ମୃତ୍ୟୁବରଣ କରିଥିବା ବେଳେ ଶ୍ୱଶୁର ଓ ଶାଶୁ ଆହତ ହୋଇଛନ୍ତି । ମୃତ ବୋହୂ ନମିତା ସାହୁ ବୋଲି ଜଣାପଡିଛି । ଗତକାଲି ଠାରୁ ଗ୍ରାମରେ ବିଦ୍ୟୁତ କାଟ ରହିଥିଲା । ନମିତାଙ୍କ ଘର…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ପାଣି ପମ୍ପ ଚଲେଇବା ସମୟରେ ଦୁର୍ଘଟଣା

ବାଲିଗୁଡା : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ  l ମୃତକ ହେଲେ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଂଚାୟତ ବୋରିଗୁଡା ଗାଁର ବାପୁଜୀ ବେହେରା  l ଆଜି ସକାଳୁ ନିଜ ବାଡ଼ି ପଟେ ଥିବା ପାଣି ପମ୍ପ ଚଲେଇବା ସମୟରେ ବିଦ୍ୟୁତ ଆଘାତରେ ଯୁବକ ଜଣକ ଅଚେତ ହୋଇଥିଲେ  l ପରିବାର ଲୋକ ଯୁବକଙ୍କୁ ବାଲିଗୁଡା…

ରାଜସ୍ଥାନ: ଧୋଲପୁରରେ ୧୧ କେଭି ବିଦ୍ୟୁତ୍‌ ତାରରେ ବାଜିଲା ମହରମ୍‌ର ତାଜିଆ, ଚାଲିଗଲା ୩ ଜୀବନ; ଜଣେ ଗୁରୁତର

ରାଜସ୍ଥାନର ଧୋଲପୁରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ମହରମ୍‌ର ତାଜିଆ ଶୋଭାଯାତ୍ରା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ଯୁବକଙ୍କ ମୃତ୍ୟୁ ଘଟିଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଆହତ…

ପୋଲିସ କ୍ୟାମ୍ପରେ ବିଦ୍ୟୁତ ଆଘାତ ଲାଗି ଜଣେ ମୃତ

ଉମରକୋଟ(କେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ବିଦ୍ୟୁତ ଆଘାତ ହୋଇ ଜଣେ କାର୍ଯ୍ୟରତ ଜିଲ୍ଲା ପୋଲିସ ଅଧିକାରୀ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ଯ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ରାଇଘର କୋଦଭଟା ସ୍ଥିତ ପୋଲିସ୍…