Browsing Tag

elephant

ପୁଣି ଦନ୍ତା ହାତୀର ଉତ୍ପାତ, ରାତି ଅଧରେ ଆସି ଘର ଭାଙ୍ଗିବା ସହ ଖାଇଗଲା ଚାଉଳ

ରାତିରେ ସବୁ ଶୋଇଥିବାବେଳେ ହଠାତ ହାତୀର ଦୁମଦୁମ ଶବ୍ଦ ଶୁଣାଗଲା । ଘର ଲୋକ ଡରିଯାଇ ଚୁପଚାପ ପଲଙ୍କ ତଳକୁ ପଶି ଯାଇଥିଲେ । କିନ୍ତୁ ହାତୀ ସିଧା ଘରକୁ ଭାଙ୍ଗିବାରେ ଲାଗି ପଡ଼ିଲା । ଘରର ଇଟା ସବୁ ପରିବାର ଲୋକଙ୍କ ଉପରେ ପଡ଼ିଗଲା । ହାତୀ ଗଲା ପରେ ବହୁ କଷ୍ଟରେ ପରିବାର ଲୋକଙ୍କୁ ଉଦ୍ଧାର କଲେ…

କେତେ ବର୍ଷ ବଞ୍ଚିଥାଏ ଦୁନିଆର ସବୁଠାରୁ ବିଶାଳକାୟ ଜୀବ ହାତୀ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ବର୍ତ୍ତମାନ ସମୟରେ ହାତୀକୁ ପୃଥିବୀର ସବୁଠାରୁ ବଡ ଜୀବ ବୋଲି ବିବେଚନା କରାଯାଏ । ଯାହାର ବିଶାଳକାୟ ଶରୀର ସହିତ ଶକ୍ତି ମଧ୍ୟ ଅଛି । କିନ୍ତୁ ଆପଣ ଜାଣନ୍ତି କି ହାତୀର ବୟସ କ’ଣ ଅର୍ଥାତ ଗୋଟେ ହାତୀ କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ? ହାତୀ ପୃଥିବୀର ବୃହତ୍ତମ ଜୀବମାନଙ୍କ ମଧ୍ୟରୁ ଗୋଟିଏ ।…

ଜଙ୍ଗଲରେ ଛେଳି ଚଳାଇବାକୁ ଯାଇ ହାତୀ ଆକ୍ରମଣରେ ଯୁବକ ମୃତ

ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ୍ ଅନ୍ତର୍ଗତ ପୁରୁଣାପାଣି ସଂରକ୍ଷଣ ଜଙ୍ଗଲରେ ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।‌ ଛେଳି ଚରାଉ ଥିବା ସମୟରେ ହାତୀ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା ।‌ ମୃତ ବ୍ୟକ୍ତି ହେଲେ ପୁରୁଣାପାଣି ଗ୍ରାମର…

ହାତୀମାନେ ବ୍ରହ୍ମପୁତ୍ର ନଦୀ ପାର ହୋଇ ଯାଉଥିବା ବେଳେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଟିକିଏ ଏହି ଦୃଶ୍ୟ ଦେଖନ୍ତୁ । ଏହି ଦୃଶ୍ୟ ଦେଖି ଆପଣ କଣ ଭାବୁଛନ୍ତି ? ଦଳବଳ ବାନ୍ଧି ହାତୀ ପଲ କୁଆଡ଼େ ଯାଉଛନ୍ତି ନାଁ ପାଣିର ମଜା ନେଉଛନ୍ତି । ଆମେ ସମସ୍ତେ ଜାଣିଛେ ହାତୀ ଭୂମିରେ ଚଲାବୁଲା କରନ୍ତି । ଆଉ ବେଳେବେଳେ କୂଳରେ ଥାଇ ପାଣି ପିଇ ନିଜ ଉପରେ ପାଣିର ବର୍ଷା କରିଥାଆନ୍ତି । କିନ୍ତୁ…

୨୭ ଟିକିଆ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ମୁଣ୍ଡବିନ୍ଧା

କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି । ମୟୁରଭଞ୍ଜ ଜିଲ୍ଲାରେ ରହୁଛନ୍ତି ହାତୀପଲ । ରାତି ହେଲେ କେନ୍ଦୁଝର ଜିଲ୍ଲା ଅଭିମୁଖେ ଚାଲି ଆସୁଛନ୍ତି । ଏବେ ୧୦୦ ରୁ ଅଧିକ ଗାଁରେ ହାତୀ ଆତଙ୍କ । ଗତକାଲି ସନ୍ଧ୍ୟାରେ ମୟୁରଭଞ୍ଜ…

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ କରି ଚିଲାଉଛନ୍ତି ତ କିଏ ତାଳି ମାରି ହାତୀ ମାନଙ୍କୁ ବାହାରକୁ ଆସିବା ପାଇଁ ଉତ୍ସାହିତ କରୁଛନ୍ତି । କିନ୍ତୁ ଦେଖାଯାଉଥିବା ଏହି ସବୁଜ ଶ୍ୟାମଳା ଘାସ ଭିତରେ ରହିଛି ଗୋଟାଏ ଖାଲ ଯେଉଁ ଖାଲରେ…

ବିପଦରେ ଗଜରାଜ, ପାଣି ପିଇବାକୁ ଆସି ନାଳରେ ଫସିଗଲେ ୩ ହାତୀ

ନରସିଂହପୁର : କଟକ ଜିଲ୍ଲା ବଡ଼ମ୍ବା ,ନରସିଂହପୁରରେ ବିଭିନ୍ନ ସମୟ ରେ ବିପଦରେ ଗଜରାଜ ଦେଖିବାକୁ ମିଳିଛି । କେତେବେଳେ ଶିକାରୀଙ୍କ ଗୁଳିରେ ଟଳି ପଡ଼ୁଛନ୍ତି ତ ଆଉ କେତେବେଳେ ଖାଦ୍ୟ ଏବଂ ପାନୀୟ ଅନ୍ୱେଷଣରେ ଆସି ଯାଉଛନ୍ତି ଜନବସ୍ତି ଅଞ୍ଚଳକୁ । ଯାହା ଫଳରେ ବିଭିନ୍ନ ବିପଦର ସମ୍ମୁଖୀନରେ…

୨୨ ଟିକିଆ ହାତୀପଲଙ୍କ ଆତଙ୍କ, ନଷ୍ଟ କଲେ ଚାଷ ଜମି

ରେଢାଖୋଲ : ୨୨ଟିକିଆ ହାତୀପଲଙ୍କ ଉପଦ୍ରବ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କନ୍ଧରା ଗାଁ ନିକଟରେ ୨୨ ଟିକିଆ ହାତୀପଲଙ୍କ ଆତଙ୍କ । ଗାଁ ନିକଟରେ ଥିବା ଚାଷ ଜମିରେ ଉପଦ୍ରବ କରିବା ସହ ଆମ୍ବ ଓ କଦଳୀ ଗଛ ନଷ୍ଟ କରିଛନ୍ତି ହାତୀ । ଗତକାଲି ବିଳମ୍ବିତ ରାତିରେ ଆଠମଲ୍ଲିକ ଡିଭିଜନରୁ ୨୨ଟିକିଆ…

ଆସିଲା ହାତୀ ଗଣନା ରିପୋର୍ଟ, ରାଜ୍ୟରେ ମୋଟ ୨୦୯୮ ହାତୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି ମାତ୍ର ୧୨୨ । ଏବେ ରାଜ୍ୟର ୩୮ ବନଖଣ୍ଡରେ ଅଛନ୍ତି ୨ ହଜାର ୯୮ ହାତୀ ଅଛନ୍ତି । ୨୦୧୭ରେ ଏ ସଂଖ୍ୟା ଥିଲା ୧ ହଜାର ୯୭୬ । ରାଜ୍ୟରେ ଥିବା ହାତୀଙ୍କ ମଧ୍ୟରୁ ୪୭୪ଟି ପୁରୁଷ…

ଗୋଟିଏ ଦିନରେ ଏତେ ଲିଟର ପାଣି ପିଇଥାଏ ହାତୀ, ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ହାତୀ ପୃଥିବୀର ସବୁଠାରୁ ବଡ ପ୍ରାଣୀ ଭାବରେ ପରିଗଣିତ ହୁଏ, କିନ୍ତୁ ଆପଣ ଜାଣନ୍ତି କି ଗୋଟିଏ ଦିନରେ ଏକ ହାତୀ କେତେ ପାଣି ପିଇଥାଏ? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ନିଜର ବିଶାଳ ଶରୀର ହେତୁ ହାତୀ ଖାଦ୍ୟ ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ସବୁକିଛି ଅଧିକ ଆବଶ୍ୟକ କରିଥାଏ । ଆପଣ…

ଖାଲରେ ପଡି ଚାଲିଗଲା ଗର୍ଭବତୀ ହାତୀର ଜୀବନ

ଉଦଳା (କେନ୍ୟୁଜ): ଖାଲରେ ପଡି ଚାଲିଗଲା ମାଈହାତୀର ଜୀବନ । ବାଲେଶ୍ବର ଜିଲ୍ଲା ନୀଳଗିରି କୁଲଡିହା ରେଞ୍ଜ କପ୍ତିପଦା ବ୍ଲକ୍ ଅସନଘାଟି ଜଙ୍ଗଲରେ ଏହି ଅଘଟଣ ଘଟିଛି ।  ଅସନଘାଟି ଜଙ୍ଗଲ ଭିତରେ ଖୋଳା ଯାଇଥିବା ଟ୍ରେଞ୍ଚରେ ଏକ ମାଇ ହାତୀ ପଡିଥିବା ଖବର ପାଇଥିଲା ବନବିଭାଗ । କପ୍ତିପଦା ଏବଂ…

ଜଙ୍ଗଲ ଭିତରେ ଚାଲିଛି ହାତୀ ଗଣନା: କେଉଁଠି ଗଛ ଉପରେ ମଞ୍ଚା ବାନ୍ଧାଯାଇଛି ତ, କେଉଁଠି ଟ୍ରାପ୍ କ୍ୟାମେରା ଲାଗିଛି

ଭଞ୍ଜନଗର(କେନ୍ୟୁଜ) : ଜଙ୍ଗଲ ଭିତରେ କେଉଁଠି ଗଛ ଉପରେ ମଞ୍ଚା ବାନ୍ଧି ନିରୀକ୍ଷଣ କରାଯାଉଛି ତ, ଆଉ କେଉଁଠି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପୁଣି କେଉଁଠି ହାତୀଙ୍କ ପାଦ ଚିହ୍ନକୁ ଆଧାର କରି, ବଣୁଆ ହାତୀଙ୍କ ଗଣନା କରୁଛି ବନବିଭାଗ । ହାତୀଙ୍କ ଗଣନା ପାଇଁ ଅତି ସତର୍କତାର ସହ, ଜଙ୍ଗଲ ଭିତରେ…