ଶୌଚ କରିବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଲା ହାତୀ, ନିର୍ମମ ଭାବେ ବୃଦ୍ଧାଙ୍କୁ ମାରିଲା
ବଣାଇ: ଶୌଚ କରିବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଲା ହାତୀ । ନିର୍ମମ ଭାବେ ବୃଦ୍ଧାଙ୍କୁ ମାରିଲା । ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଛଅ ଟିକିଆ ହାତୀ ଦଳ ଆସିଥିବା ବେଳେ ବନ ବିଭାଗ ତାଙ୍କୁ ଘଉଡାଇଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଫେରି…