Browsing Tag

elephant attack

ମୟୁରଭଞ୍ଜ: ଫୁଲ ତୋଳିବାକୁ ଯାଇଥିବାବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ମୟୁରଭଞ୍ଜ: ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ମୟୁରଭଞ୍ଜ ମୋରଡ଼ା ଥାନା ପଳାଶମୁଣ୍ଡଳୀ ଗାଁର ସୁଭଦ୍ରା ରଣା ମୃତ। ସୁଭଦ୍ରା ଫୁଲ ତୋଳିବାକୁ ଯାଇଥିବାବେଳେ ହାତୀ ଶୁଣ୍ଡରେ ଟେକିଦେଇ କଚାଡି ଦେଇଥିଲା। ଫଳରେ ଘଟମାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି।…

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ପୁଣି ହାତୀ ଆତଙ୍କ: ୫ ଦିନରେ ୪ ଘର ଭାଙ୍ଗିବା ସହ ନଷ୍ଟ କଲେ ବ୍ୟ।ପକ ଫସଲ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ପୁଣି ହାତୀ ଆତଙ୍କ । ଆଜି କି ପ୍ରାୟ ୫ ଦିନହେଲା ସିକେରକୁପା ଫରେଷ୍ଟ ଅଞ୍ଚଳ କିଡିଙ୍ଗ,କାଉଗୁଡା,କାଚିଲି,ଦୂରଭଟା,ପୋଡାପଦର ଓ ମାଡିବନ୍ଧା ଗ୍ରାମରେ ଜଙ୍ଗଲୀ ହାତୀର ଉପଦ୍ରବ ବଢ଼ିବାରେ ଲାଗିଛି । ପାଞ୍ଚ ଦିନ ମଧ୍ୟରେ…

କଳାହାଣ୍ଡି ଲାଞ୍ଜିଗଡ ବ୍ଳକରେ ପୁଣି ମାତିଲେ ହାତୀପଲ, ଘର ଭାଙ୍ଗିବା ସହ ନଷ୍ଟ କଲେ ଫସଲ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ଦେଖାଦେଇଛି ଜଙ୍ଗଲି ହାତୀଙ୍କ ଉପଦ୍ରବ। ସୂଚନା ମୁତାବକ ନିକଟସ୍ଥ କିଡିଙ୍ଗର ଧରମକାଁଣି ଜଙ୍ଗଲରୁ ହାତୀପଲ ପିସିଆସି କିଡିଙ୍ଗ ଓ କଉଗୁଡା ଗ୍ରାମର ବହୁ ଲୋକଙ୍କ ଘର ଭାଙ୍ଗିବା ସହ ଘରେ ପସି ଚାଉଳ ଖାଇବା ସହ…

ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳବାଙ୍କଠାରେ ଆତଙ୍କ ଖେଳାଛନ୍ତି ୨୧ଟି ହାତୀପଲ, ଭୟଭୀତ ଲୋକେ

ବାଙ୍କୀ: ଚନ୍ଦକା-ଡମପଡା ଅଭୟାରଣ୍ୟରୁ ୨୧ଟି ହାତୀପଲ ପାଣି ପିଇବାକୁ ପାଥପୁର ନିକଟସ୍ଥ ମହାନଦୀକୁ ଆସିଥିବା ବେଳେ ଆଉ ଫେରିନାହାଁନ୍ତି । ଗତ ରବିବାରଠୁ ଆସିଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳବାଙ୍କଠାରେ ବୁଲୁଥିବାରୁ ରାସ୍ତାରେ ଯାଉଥିବା ଲୋକେ…

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁରେ ଅଘଟଣ, ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଦନ୍ତା ହାତୀ…

କାମାକ୍ଷାନଗର : ଦନ୍ତା ହାତୀ ଆକ୍ରମରେ ମହିଳା ମୃତ ।  କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁ ନିକଟରେ ଅଘଟଣ । ମୃତ ମହିଳା ହେଲେ ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଗାଁର ନେତ୍ରମଣୀ ସାହୁ । ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ଫଳରେ ଘଟଣାସ୍ଥଳରେ ହିଁ…

ଚାଷ କରିବାକୁ ଯିବାବେଳେ ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ବେଡାଗାଁ ପଞ୍ଚାୟତର ମଇଶିପେଟା ଗ୍ରାମରେ ହାତୀ ଆକ୍ରମଣରେ ଜୈନିକ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ସାନ ମାଝୀଙ୍କ ବୟସ ୬୦ ବର୍ଷ ହୋଇଥିବା ବେଳେ ଚାଷ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର…

ଭରତପୁର ଜିଏ କଲୋନୀରେ ଜଙ୍ଗଲୀ ହାତୀର ଆତଙ୍କ, ପାଚେରୀ ଭାଙ୍ଗିବା ସହିତ ଖେଳାଉଛି ଭୟର ବାତାବରଣ

ଭୁବନେଶ୍ୱର: ରାଜଧାନୀ ମୁହାଁ ହାତୀ । ଭୁବନେଶ୍ୱର ଉପକଣ୍ଠ ଭରତପୁରରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଭରତପୁର ଜିଏ କଲୋନୀରେ ଜଙ୍ଗଲୀ ହାତୀ ପଶି ଲୋକଙ୍କ ପାଚେରୀ ଭାଙ୍ଗି ଦେଇଥିବା ଖବର ସାମନାକୁ ଆସିଛି । ଯାହାଫଳରେ ଲୋକେ ଘରୁ ନବାହାରି ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ତେବେ…

ରାଜ ରାସ୍ତାରେ ଦନ୍ତା ହାତୀ ଆକ୍ରମଣ, ଜଣେ ଗୁରୁତର

ରାଇରଙ୍ଗପୁର(କେନ୍ଯୁଜ୍): ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଚିଙ୍ଗୁଡ଼ିପୋଖରୀରେ ଦନ୍ତାହାତୀ ଆତଙ୍କ। ଦନ୍ତାହାତୀ ଚିଙ୍ଗୁଡ଼ି ପୋଖରୀରେ ସକାଳୁ ଉତ୍ପାତ ଜାରି ରଖିଥିବା ବେଳେ ନିକଟସ୍ଥ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ । ଦନ୍ତା ହାତୀଟି ରାଞ୍ଚି - ବିଜୟୱାଡା ୨୨୦ ନମ୍ବର ଜାତୀୟ…

ପୁଣି ମାତିଲେ ହାତୀପଲ, ଘର ଭାଙ୍ଗି କଲେ ଫସଲ ନଷ୍ଟ

ମୟୁରଭଞ୍ଜ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ଥର ଝାରଖଣ୍ଡରୁ ହାତୀ ଆସିଥାନ୍ତି। ଗତ କିଛି ଦିନ ପୂର୍ବରୁ ଝାରଖଣ୍ଡରୁ ୨୧ଟି ହାତୀ ଆସିଛନ୍ତି। ପ୍ରଥମେ ରରୁଆ, ଶୁକ୍ଳି ବ୍ଲକ ପରେ ଏବେ କରଞ୍ଜିଆ ବ୍ଲକର ଦରି ପଞ୍ଚାୟତରେ ହାତୀ ଆତଙ୍କ ଲାଗି ରହିଛି। ସୂଚନା ମୁତାବକ…

କରଞ୍ଜିଆରେ ଝାରଖଣ୍ଡ ହାତୀପଲଙ୍କ ତାଣ୍ଡବ ଲୀଳା

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ବନଖଣ୍ଡର କୁଜିଆମ ଜଙ୍ଗଲକୁ ଦୁଇ ଦିନ ତଳେ ରାତିରେ ସୀମାନ୍ତ ଝାରଖଣ୍ଡ ରାଜ୍ଯରୁ ଓଡିଶା ସୀମାରେ ପ୍ରବେଶ କରିଥିଲେ ୧୭ଟି ହାତୀ। ହାତୀପଲ ବର୍ଷର ବିଭିନ୍ନ ସମୟରେ ଆସୁଥିବା ବେଳେ ଏବେ ଦୀର୍ଘ ୬ମାସ ପରେ ଆସିଛନ୍ତି। ଶୁକ୍ଳି ବ୍ଲକ ଅନ୍ତର୍ଗତ କୁଜିଆମ ଜଙ୍ଗଲରେ…

ଶୌଚ ହେବାକୁ ଯିବାବେଳେ ଦଳିଦେଲା ହାତୀ, ଚାଲିଗଲା ବୃଦ୍ଧାଙ୍କ ଜୀବନ

ସୁନ୍ଦରଗଡ(କେନ୍ଯୁଜ୍): ପୁଣି ଦେଖାଦେିଛି ହାତୀ ଆତଙ୍କ। ସୁନ୍ଦରଗଡ ହେମଗିର ଫରେଷ୍ଟ ରେଂଜ ଅନ୍ତର୍ଗତ କୋଡବାହାଲ କେନ୍ଦୁଡିହି ଗ୍ରାମ୍ଯ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ। ସୂଚନା ମୁତାବକ କେନ୍ଦୁଡିହି ଗ୍ରାମର ୭୭ ବର୍ଷିଆ ବୃଦ୍ଧା ମିନି ଉର୍ମାଲ ଆଜି ସକାଳା ପ୍ରାୟ ୫ଟା ସମୟରେ ଶୌଚ…