Browsing Tag

elephant attack

ରାଜଗାଙ୍ଗପୁର ବନାଞ୍ଚଳରେ ପଲ ଛଡ଼ା ଦନ୍ତା ହାତୀ ଆତଙ୍କ, ଆକ୍ରମଣରେ ବୃଦ୍ଧା ମୃତ

ସୁନ୍ଦରଗଡ଼(କେନ୍ୟୁଜ୍) :  ହାତୀ ଆକ୍ରମଣରେ ବୃଦ୍ଧା ମୃତ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବନାଞ୍ଚଳରେ ପଲ ଛଡ଼ା ଦନ୍ତା ହାତୀ ଆତଙ୍କ ଖେଳାଉଛି । ଗତକାଲି ରାତିରେ କଦମବହାଲ ଗାଁରେ ହାତୀ ପଶିଥିବା ବେଳେ ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ। ପାଟିତୁଣ୍ଡ ଶୁଣି ବୃଦ୍ଧା ଚାରୱା ଏକା ଘର ବାହାରକୁ…

ହାତୀ ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ, ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ନର୍ଲା ରେଞ୍ଜ ଆମପଡ଼ା ଗାଁରେ ଅଘଟଣ । ରେଞ୍ଜରଙ୍କୁ ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ଗୁରୁତର। ଗତ ଦୁଇ ଦିନ ହେଲା କଳାହାଣ୍ଡି ନର୍ଲା ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ହାତୀ। ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ…

ଅନୁଗୋଳରେ ଅଭାବନୀୟ ଘଟଣା, ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ

ଅନୁଗୋଳ ଜିଲ୍ଲା ଶରଧାପୁର ଗାଁରେ ଅଭାବନୀୟ ଘଟଣା । ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଶରଧାପୁର ଗାଁର ଗୁରୁ ନାୟକ ଓ ଛେଳିଆପଡ଼ାର ଅଇଁଠୁ ପ୍ରଧାନ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ବନବିଭାଗ ପହଂଚି ବୁଝାସୁଝା…

ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ, ଖୋଲାଯିବ ‘ହାତୀ ପାଠଶାଳା’

ଭୁବନେଶ୍ୱର (କେନ୍ୟୁଜ): ଦିନକୁ ଦିନ ହାତୀ ମଣିଷ ଲଢେଇ ତୀବ୍ରତର ହେଉଛି । ଏହି ଲଢେଇରେ ବହୁ ମଣିଷଙ୍କ ଜୀବନ ସହ ବିଲବାଡ଼ି ସମ୍ପତ୍ତି ନଷ୍ଟ ହେଉଛି । ମଣିଷ ପ୍ରତିଶୋଧ ପରାୟଣ ହୋଇ ବହୁ ସମୟରେ ହାତୀକୁ ଆକ୍ରମଣ କରୁଛି । ଏଭଳି ସବୁ ଘଟଣା ଜଙ୍ଗଲ ନଷ୍ଟ ଓ ସଚେତନତା ଅଭାବରୁ ହେଉଥିବା ପରିବେଶବିତ…

ବିଲରେ ଅଭାବନୀୟ ଘଟଣା: ଦଳିଦେଲା ଦନ୍ତା, ୨ ମୃତ

ଟାଙ୍ଗୀ(କେନ୍ୟୁଜ): ଦଳିଦେଲା ଦନ୍ତା । ୨ ମୃତ । କଟକ ଜିଲ୍ଲା ଟାଙ୍ଗୀ ଥାନା ପରୀରଡ ପଞ୍ଚାୟତ ସିଦ୍ଧେଶ୍ବର ମନ୍ଦିର ନିକଟ ବିଲରେ ଅଭାବନୀୟ ଘଟଣା । ଦୁଇ ମୃତକ ପାରି ଓରଡ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଓ ପରୀରଡ ଗାଁର ଲକ୍ଷ୍ମୀଧର ବେହେରା । ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବିଲକୁ…

ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ଘଉଡାଇଲା ବେଳେ କଚାଡି ଦେଲା

ବଲାଙ୍ଗିର(କେନ୍ୟୁଜ): ହାତୀ ଆକ୍ରମଣରେ ଗଜସାଥି ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନ ବୁଦେଲଗୁମା ଗାଁ ନିକଟରେ । ଗୁରୁତର ଜଙ୍ଗଲ ବିଭାଗ କର୍ମଚାରୀ ବା ଗଜସାଥିଜଣକ ହେଉଛନ୍ତି ରବି ମାଝୀ | ବୁଦେଲଗୁମା ଗାଁ ନିକଟକୁ ଦଶଟି ଜଙ୍ଗଲି ହାତୀ ଚାଲି…

ମଙ୍ଗଳପୁର ଗାଁରେ ହାତୀ ଆକ୍ରମଣ, ଚାଷ ଜମିକୁ ଯାଉଥିବାବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଦିନକୁ ଦିନ ଆକ୍ରମଣରେ ଯାଉଛି ଅନେକ ଜୀବନ। ଓଡ଼ାପଡ଼ା ବ୍ଳକ କଣ୍ଟାବଣିଆ ଥାନା ମଙ୍ଗଳପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ରଣଜିତ ରାଉତ। ଆଜି ସକାଳେ ଘରୁ ବାହାରି ଚାଷ ଜମିକୁ ଯାଉଥିବାବେଳେ ଦନ୍ତା ଦଳିଦେଲା। ଫଳରେ…

ପୁଣି ଜୀବନ ନେଲା ହାତୀ : ପ୍ଲାଣ୍ଟରୁ ଫେରିବା ବେଳେ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ (କେନ୍ୟୁଜ): ଥମୁନି ହାତୀ ଆତଙ୍କ। ହାତୀ ମଣିଷ ଲଢେଇରେ ଯାଉଛି ଅନେକ ଜୀବନ ।  ହାତୀ ଆକ୍ରମଣରେ ଅନୁଗୁଳ ଗଡ଼ସନ୍ତ୍ରି ପଞ୍ଚାୟତ ବାଇଝାଲିଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଇଝାଲିଆସାହି ର ପ୍ରଫୁଲ୍ଲ ଭୋଇ । ରାତିରେ ପ୍ଲାଣ୍ଟରୁ ଘରକୁ ଫେରୁଥିବା ବେଳେ ହାତୀ  ଆକ୍ରମଣର ଶିକାର…

ଅନୁଗୋଳରେ ପୁଣି ମାତିଲା ଗୋଠ ଛଡା ହାତୀ: ଜଣଙ୍କୁ ଦଳି ମାରିଦେଲା

ଅନୁଗୋଳ (କେନ୍ୟୁଜ୍): ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ମାତିଲା ଗୋଠ ଛଡା ହାତୀ। ମୃତକ ବସଲା ଗାଁର ଭାବ ଜେନା। ଆଜି ସକାଳେ ଭାବ ଶୌଚ ହେବାକୁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉତ୍ୟକ୍ତ ଲୋକେ…

ହାତୀ ଆକ୍ରମଣରେ ୨ ଜଣ ବନ କର୍ମଚାରୀ ଗୁରୁତର

ବାରିପଦା(କେନ୍ୟୁଜ୍): ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା। ବାରିପଦା ବେତନଟୀ ରେଞ୍ଜ ଅନ୍ତର୍ଗତ ବେଣାପୁରା ଗାଁ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ପ୍ରୋଟେକ୍ଟସନ ଆସିଷ୍ଟାଣ୍ଟ ଯତୀନ କିସ୍କୁ ଅଛନ୍ତି। ଗତ…

ଅନୁଗୁଳରୁ ସାତକୋଶିଆ ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ, ଦନ୍ତା ହାତୀ ଆକ୍ରମଣରେ ଗଲାଣି ୪ ଜୀବନ

ଅନୁଗୁଳ (କେନ୍ୟୁଜ୍): ଦନ୍ତାହାତୀ ବଢ଼ାଇଲା ଚିନ୍ତା । ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଗଲାଣି । ଏହାର ପ୍ରତିବାଦରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଅନୁଗୁଳରୁ ସାତକୋଶିଆ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକ । ଗତକାଲି…

ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଅନୁଗୁଳ (କେନ୍ୟୁଜ): ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ମୃତକହେଲେ ସୁଲୋଚନା ବିଶ୍ୱାଳ। ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ…