ଭଞ୍ଜନଗର: ପୁଣି ଏକ ହାତୀର ଗଳିତ ମୃତଦେହ ଠାବ, ଘଟଣାସ୍ଥଳରେ ଜଗି ରହିଛନ୍ତି ପାଖାପାଖି ୨୦ରୁ ଉର୍ଦ୍ଧ୍ଵ ହାତୀ
ଭଞ୍ଜନଗର(କେନ୍ୟୁଜ୍): ପୁଣି ଏକ ହାତୀର ଗଳିତ ମୃତଦେହ ଠାବ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଦଦରାଲୁଣ୍ଡା ଗାଁ ନିକଟ ବନ୍ଧଗୋଛା ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ । ଦୁଇ ଦିନ ପୂର୍ବରୁ ହାତୀଟି ମରିଥିବା ସନ୍ଦେହ କରାଯାଉଛି ।
କେହି ଶିକାରୀ ହାତୀକୁ ଗୁଳି…