Browsing Tag

elephant breaks electric fence

ଏମିତି ପରୀକ୍ଷା କରିବା ପରେ ବିଦ୍ୟୁତ୍‌ ତାରବାଡ଼ ଭାଙ୍ଗିଲା ଚତୁର ହାତୀ, ଦେଖନ୍ତୁ ଭାଇରାଲ ଭିଡିଓ

ହାତୀମାନଙ୍କ ଗଣତି ବୁଦ୍ଧିମାନ ଜୀବଙ୍କ ମଧ୍ୟରେ ହୋଇଥାଏ। ହାତୀଙ୍କ ବୁଦ୍ଧିମତାର ପରିଚୟ ଆମେ ବିଭିନ୍ନ ଭିଡିଓରେ ଦେଖିବାକୁ ପାଇଛେ। ନିଜ ସୁରକ୍ଷା ପାଇଁ ହାତୀମାନେ ସବୁବେଳେ ସତର୍କ ଥାଆନ୍ତି। କିଛିଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଏକ ହାତୀ ଇଲେକ୍ଟ୍ରିକ୍‌ ତାରବାଡ଼…