Browsing Tag

elephant cub

କୁନି ହାତୀକୁ Z++ ସୁରକ୍ଷା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଆପଣ ବି ଦେଖନ୍ତୁ

ବର୍ତ୍ତମାନ କେବଳ ମଣିଷ ନୁହେଁ ପଶୁ ମାନେ ମଧ୍ୟ ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ଯାହାକୁ ଦେଖିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ଖୁବ୍ ଭାଇରଲ ହୋଇଥାଏ । ଯାହାକୁ ଦେଖି ଜଣେ ଭାବିବାକୁ ବାଧ୍ୟ ହୋଇଥାଏ ଯେ ପ୍ରକୃତରେ ପଶୁମାନେ ବି କେତେ ଚାଲାକ।…

ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ରେଞ୍ଜ ବାଲିଜେରେଙ୍ଗ ଗାଁ ନିକଟରୁ ହାତୀ ଛୁଆ ଉଦ୍ଧାର

ଅନୁଗୁଳ(କେନ୍ଯୁଜ୍): ହାତୀ ଶାବକ ଉଦ୍ଧାର। ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ରେଞ୍ଜ ବାଲିଜେରେଙ୍ଗ ଗାଁ ନିକଟରୁ ହାତୀ ଛୁଆ ଉଦ୍ଧାର ହୋଇଛି। ସକାଳେ ଏକ ହାତୀ ଛୁଆ ହାତୀପଲଠାରୁ ଅଲଗା ହୋଇ ବାଲିଜେରେଙ୍ଗ ଗାଁରେ ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ହାତୀ…

କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଞ୍ଚଳରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ହାତୀ ଛୁଆର ମୃତଦେହ ଉଦ୍ଧାର । କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଞ୍ଚଳରୁ ହାତୀ ଛୁଆର ମୃତଦେହ ଠାବ । ମୃତ ହାତୀ ଛୁଆର ବୟସ ୩ରୁ ୬ ମାସ ହେବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି । ଗତ ଫେବୃୟାର ମାସରେ…

ଜଙ୍ଗଲରେ କୂଅ ଭିତରେ ପଡିଗଲା ହାତୀ ଛୁଆ, ଉଦ୍ଧାର କଲା ବନ ବିଭାଗ

ମୟୂରଭଞ୍ଜ : କୂଅ ଭିତରୁ ହାତୀ ଛୁଆ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଦେଉଳି ରେଞ୍ଜର ବିଶୁଶୋଳ ଗାଁର ଏକ କୂଅରୁ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଛି । ଝାଡଖଣ୍ଡରୁ ଏକ ହାତୀ ପଲ ପଶ୍ଚିମବଙ୍ଗ ସୀମା ଅତିକ୍ରମ କରୁଥିଲେ । ଘଣଘଣା ଜଙ୍ଗଲ ଅତିକ୍ରମ କରୁଥିବା ବେଳେ ବିଶୁଶୋଳ ଗାଁର…

ଗୋଠରୁ ଅଲଗା ହୋଇ ରହିଥିବା ହାତୀ ଛୁଆକୁ ଗ୍ରହଣ କଲେନି ହାତୀପଲ, ଶେଷରେ ନିଜ ହେପାଜତକୁ ନେଲା ବନବିଭାଗ

ବ୍ରହ୍ମପୁର: ଗୋଠରୁ ଅଲଗା ହୋଇ ରହିଥିବା ହାତୀ ଛୁଆକୁ ନିଜ ହେପାଜତକୁ ନେଲା ବନବିଭାଗ। ତାକୁ ନନ୍ଦନକାନନ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ବ୍ରହ୍ମପୁର DFO। ଗଞ୍ଜାମ ଜିଲ୍ଲା ବାହୁଦା ନଦୀ ଜଳଘେରରେ ଏକ ହାତୀ ପଲ ଫସି ରହିଯାଇଥିଲେ ୧୫ଟି ହାତୀ। ଖବର ପାଇ ବନବିଭାଗ ଓ…