ପହିଲି ରଜରେ ବିଦ୍ୟୁତ ଆଘାତରେ ଗଲା ଦନ୍ତାର ଜୀବନ, ମୃତ୍ୟୁର କାରଣ ଅସ୍ପଷ୍ଟ
କଣ୍ଟାମାଳ (କେନ୍ୟୁଜ): ବିଦ୍ୟୁତ ଆଘାତରେ ଗଲା ଦନ୍ତାର ଜୀବନ। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ପଞ୍ଚାୟତ ଘୁଚାଙ୍ଗି ଗାଁ ପାଖ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। କୌଣସି କାରଣରୁ ହାତୀଟି ବିଦ୍ୟୁତ୍…