ଅନୁଗୁଳ ଟାଇଁସି ନୂଆପଡ଼ା ଗାଁ ନିକଟରେ ଆଉ ଏକ ମାଈହାତୀର ମୃତ୍ୟୁ
ଅନୁଗୁଳ (କେନ୍ୟୁଜ): ଆଉ ଏକ ହାତୀର ମୃତ୍ୟୁ। ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ବନାଞ୍ଚଳ ଅନ୍ତର୍ଗତ ଟାଇଁସି ନୂଆପଡ଼ା ଗାଁ ନିକଟରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି।…