Browsing Tag

elephant disturbances

କେନ୍ଦୁଝରରେ ଥମୁନି ହାତୀ ଉପଦ୍ରବ, ଘର ଭାଙ୍ଗି ଖାଇଯାଉଛନ୍ତି ଧାନଚାଉଳ

କେନ୍ଦୁଝର(କେ ନ୍ୟୁଜ):  ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଗୋଳାଗାଡିଆ ଗାଁରେ ଲୋକଙ୍କ ନିଦ ହଜାଇଲେ ୧୫ ଟିକିଆ ହାତୀପଲ । ପ୍ରତିଦିନ ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି ହାତୀ । ବନାଞ୍ଚଳରେ ୪୦ଟି ହାତୀଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।…