Browsing Tag

elephant fear

ହାତୀ ଘଉଡାଇବାରେ ବନ କର୍ମଚାରୀ ବିଫଳ, ଅଧିକାରୀଙ୍କୁ ଘେରିଲେ ଗାଁ ଲୋକ

କେନ୍ଦୁଝର : ଦିନକୁ ଦିନ ବଢୁଛି ହାତୀଙ୍କ ଦୌରାତ୍ମ୍ୟ ନଷ୍ଟ କରୁଛନ୍ତି ଶହ ଶହ ଏକର ଫସଲ ଓ ଘର ମଧ୍ୟ ନଷ୍ଟ କରୁଛନ୍ତି । ଦୀର୍ଘ ଦିନ ହେବ ଚମ୍ପୁଆ ରେଞ୍ଜରୁ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ । ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ହାତୀ ଘଉଡାଇବାରେ ବିଫଳତାକୁ ନେଇ ବନ…

୨୮ ଟିକିଆ ହାତୀପଲଙ୍କ ଉପଦ୍ରବ, ଘଉଡ଼ାଇବା ପାଇଁ ବନବିଭାଗ କର୍ମଚାରୀ ମୁତୟନ

କରଞ୍ଜିଆ : ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ। କରଞ୍ଜିଆ ବଡ଼ଦେଉଳି ଗାଁରେ ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ । ଚାଷ ଜମିରେ ବ୍ୟାପକ ଫସଲ ନଷ୍ଟ କଲେ ହାତୀପଲ । ଗତକାଲି ରାତିରେ ଦେଓନଦୀ ପାର ହୋଇ କରଞ୍ଜିଆ ବାହୁଡିଛନ୍ତି ହାତୀପଲ । ହାତୀପଲ ଘଉଡ଼ାଇବା ପାଇଁ ବନବିଭାଗ କର୍ମଚାରୀ ମୁତୟନ ହୋଇଛନ୍ତି  ।…

୧୨ ଟିକିଆ ହାତୀପଲ ଆତଙ୍କ, ଭୟଭୀତ ହୋଇ ବାଇକରୁ ପଡି ଯୁବକ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ): ଆସିକା ରେଞ୍ଜରେ ୧୨ ଟିକିଆ ହାତୀପଲ ଆତଙ୍କ । ସନ୍ଧ୍ୟା ହେଲେ ଜଙ୍ଗଲ ନିକଟ ଗାଁରେ ପଶି ଖେଳାଉଛନ୍ତି ଆତଙ୍କ। ଗତକାଲି ହାତୀ ଦେଖି ବାଇକରୁ ପଡ଼ି ସନ୍ତୋଷ ବିଷୋୟୀ ନାମକ ଜଣେ ବ୍ୟକ୍ତି ଗୁରୁତର। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି…

ହାତୀ ଭୟରେ ୧୭ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ସ୍କୁଲ୍ ଯିବାକୁ ହେଉନାହାନ୍ତି ରାଜି

ରେଢାଖୋଲ(କେନ୍ୟୁଜ୍): ଆପଣଙ୍କୁ ଦୟାକରି କହୁଛୁ ଆଜ୍ଞା, ଆମ ସ୍କୁଲ ଆମକୁ ଫେରାଇ ଦିଅ । ହାତୀ ଭୟରେ ସ୍କୁଲ ଖୋଲିବା ଦିନ ଠାରୁ ପଢିବାକୁ ଯାଇପାରୁନୁ।ଏମିତି କିଛି ଆକୁଳ ନିବେଦନ କରି କହୁଛନ୍ତି ରେଢାଖୋଲ ବ୍ଲକ ଖଇରଟାପଗାଁର କମୋଳମତି ଛାତ୍ରଛାତ୍ରୀମାନେ । ହାତୀ ସମସ୍ୟା ଯୋଗୁଁ ଗାଁ ପିଲାମାନେ…

ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଏକର ଏକର ଫସଲ, ଚାଷ ଜମିରେ ରାତିସାରା ନିଆଁ ଧରି ବସିଲେ ଚାଷୀ

ରେଢ଼ାଖୋଲ (କେନ୍ୟୁଜ): ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଞ୍ଚଳରେ ୨୮ଟିକିଆ ହାତୀପଲଙ୍କ ଉପଦ୍ରବ ବଢ଼ିବାର ଲାଗିଛି। ଗତକାଲି ସନ୍ଧ୍ୟାରୁ ବଡବାହାଳ ରେଞ୍ଜର ମହୁଲମୁଣ୍ଡା ଚାଷ ଜମିକୁ ହାତୀ ପଲ ଆସି ଧାନକୁ ଦଳିଚଟକି ନଷ୍ଟ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଷ ଜମିରେ ରହିଥିଲେ…

ବଣାଇ ରେଞ୍ଜରେପୁଣି ୧୬ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅଞ୍ଚଳବାସୀ

ବଣାଇ(କେନ୍ୟୁଜ୍):ବଣାଇର କୁଳିପୋଷ ରେଞ୍ଜର ମହୁଲଡିହା ସେକ୍ସନ ର ମହୁଲଡିହା, ସିହିଡିହା, ରୁଗୁଡା ଅଂଚଳରେ ୧୬ ରୁ ଉର୍ଦ୍ଧ୍ବ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।  ଏହି ହାତୀ ପଲଙ୍କ ମଧ୍ୟରୁ ଦୁଇଟି ଶାବକ ଅଛନ୍ତି । ଏପରିକି ଜଙ୍ଗଲରୁ ବାହାରି ରାସ୍ତା ଉପରକୁ ଆସି ଯାଉଥିବାରୁ ଲୋକମାନଙ୍କ ମନରେ…

ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ବନ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ(କେନ୍ଯୁଜ୍):ହାତୀ ଆକ୍ରମଣରେ ଚିକିତ୍ସିତ ହେଉଥିବା ବନ କର୍ମଚାରୀଙ୍କ ମୃତ୍ୟୁ । ଢେଙ୍କାନାଳରେ ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ଵାର୍ଡ ସଦସ୍ୟ ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଛି। ଗତକାଲି ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍ସନ…

ପୁଣି ଗାଁ ମୁହାଁ ହେଲେ ହାତୀପଲ, ଅଞ୍ଚଳବାସୀ ଛାନିଆ

କାମାକ୍ଷାନଗର(କେ.ନ୍ୟୁଜ): ପୁଣି ଗାଁ ମୁହାଁ ହେଲେ ହାତୀପଲ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ରେଣ୍ଠାପାଟ ଗାଁରେ ହାତୀପଲ। ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ଲୋକମାନେ ଛାନିଆ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏକ ଦଶ ଟିକିଆ ହାତୀପଲ ଆଜି ସକାଳୁ କୁମୁସି ଗାଁ…

କେନ୍ଦୁଝର ବାଂଶପାଳ ବ୍ଲକ୍‌ ଲାଲପାଣି ଗାଁରେ ଦନ୍ତା ଆତଙ୍କ, ହାତୀଭୟରେ ୩ ଦିନ ହେଲା ସ୍କୁଲ ବାରଣ୍ଡରେ ଆଶ୍ରୟ ନେଉଛନ୍ତି…

କେନ୍ଦୁଝର: କେନ୍ଦୁଝର ବାଂଶପାଳ ବ୍ଲକ୍‌ ଲାଲପାଣି ଗାଁରେ ଦନ୍ତା ଆତଙ୍କ । ହାତୀଭୟରେ ୩ ଦିନ ହେଲା ସ୍କୁଲ ବାରଣ୍ଡରେ ଆଶ୍ରୟ ନେଉଛନ୍ତି ଗ୍ରାମବାସୀ । ଗତ ଶୁକ୍ରବାର ରାତିରେ ଏକ ବଣୁଆ ହାତୀ ପଲ ଗାଁକୁ ପଶି ଆସିବା ସହ ବହୁ ଘର ଭଙ୍ଗାରୁଜା କରିଥିଲେ । ରାତି ସାରା ହାତୀ ଘଉଡ଼ାଇବା ପାଇଁ ଲୋକେ…

ରାଜଧାନୀରେ ନରହନ୍ତା ଦନ୍ତା, ବନ ବିଭାଗକୁ ଚକ୍‌ମା ଦେଇ ପିପିଲିରୁ ଆସି ପାତ୍ରପଡ଼ା ମେଡିସିନାଲ୍‌ ଗାର୍ଡେନ୍‌ରେ ହାତୀ

ଭୁବନେଶ୍ବର: ରାଜଧାନୀରେ ନରହନ୍ତା ଦନ୍ତା । ବନ ବିଭାଗକୁ ଚକ୍‌ମା ଦେଇ ପିପିଲିରୁ ଆସି ପାତ୍ରପଡ଼ା ମେଡିସିନାଲ୍‌ ଗାର୍ଡେନ୍‌ରେ ହାତୀ । ଦନ୍ତା ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ବନ ବିଭାଗର ଅଧିକାରୀ ହାତୀକୁ ଖୋଜୁଛନ୍ତି । ମେଡିସିନାଲ୍‌ ଗାର୍ଡେନ୍‌ରେ…

କେନ୍ଦୁଝର ସୁଣ୍ଡୁରା ଗାଁରେ ହାତୀ ଭୟ, ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି ଲୋକେ

ହାତୀ ଭୟରେ ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି ଲୋକେ । କେନ୍ଦୁଝର ବାଂଶପାଳ ବ୍ଲକ ତଳକାଦକଲା ପଞ୍ଚାୟତର ଜଙ୍ଗଲ ପାର୍ଶ୍ୱ ଗାଁ ସୁଣ୍ଡୁରାରେ ଲୋକଙ୍କୁ ହାତୀ ଭୟ ଘାରିଛି । ଭୟରେ ଲୋକେ ଚାଷବାଷ ଛାଡିଦେଇଥିବାବେଳେ ଘରେ ରହିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି । ସୁଣ୍ଡୁରା ଗାଁର ମହୁର ନାଏକ ଆଜିକୁ…

ହାତୀ ଆତଙ୍କରେ ଘର ଛାଡି ମଞ୍ଚା ଉପରେ ରାତି କଟୁଛନ୍ତି କେନ୍ଦୁଝର କୁସୁମୀତା ଗାଁ ଲୋକେ

କେନ୍ଦୁଝର(କେନ୍ୟୁଜ୍) : ହାତୀ ହଜାଉଛି ରାତିର ନିଦ । ହାତୀ ଆତଙ୍କରେ ଘର ଛାଡି ମଞ୍ଚା ଉପରେ ରାତି କାଟୁଛନ୍ତି କେନ୍ଦୁଝର କୁସୁମୀତା ଗାଁ ଲୋକେ । ଗାଁରେ ୩୦ରୁ ଅଧିକ ହାତୀ ବୁଲିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କିଛି ଦିନ ମଧ୍ୟରେ ୨୦ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ…