କରଞ୍ଜିଆ ବନଖଣ୍ଡରେ ୩୩ଟି ହାତୀଙ୍କ ଉତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ
କରଞ୍ଜିଆ(କେନ୍ୟୁଜ୍) : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ମାତିଛନ୍ତି । କେତେବେଳେ ଧାନ ତଳି, ପନିପରିବା ନଷ୍ଟ କରୁଛନ୍ତି ତ ଆଉ କେତେ ବେଳେ ଘର ଭାଙ୍ଗୁଛନ୍ତି ଏହି ହାତୀପଲ । ଏହି ହାତୀ ପଲରେ ୩୩ ଟି ହାତୀ ଥିବା ଜଣାଯାଇଛି । ଏବେ କରଞ୍ଜିଆ ଉପଖଣ୍ଡ ରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି…