୮ଟି ହାତୀକୁ ଧକ୍କା ଦେଲା ଆସାମର ରାଜଧାନୀ ଏକ୍ସପ୍ରେସ୍, ଇଞ୍ଜିନ୍ ସମେତ ୫ଟି କୋଚ୍ ଲାଇନଚ୍ୟୁତ
ହୋଜାଇ : ୮ଟା ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ରାଜଧାନୀ ଏକ୍ସପ୍ରେସ । ବିଳମ୍ବିତ ରାତିରେ ଆସାମର ହୋଜାଇ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ଟି କୋଚ୍ ଓ ଇଂଜିନ ଲାଇନଚ୍ୟୁତ ହୋଇଛି । ବିଳମ୍ବିତ ରାତିରେ ହାତୀପଲ ରେଳଲାଇନ ପାର କରୁଥିବା ବେଳେ…