ପିପିଲିରେ ନରହନ୍ତା ଦନ୍ତା, ୩ ଜଣଙ୍କ ଜୀବନ ନେଇ ୫ ଜଣଙ୍କୁ ଆହତ କଲା ହାତୀ
ପିପିଲି (କେନ୍ୟୁଜ୍) : ଦଳି ଦେଲା ଦନ୍ତା । ପିପିଲିରେ ହାତୀ ଆକ୍ରମଣରେ ଗଲା ତିନି ଜଣଙ୍କ ଜୀବନ । ବଳଙ୍ଗା ଗୋପୀନାଥପୁର ଗାଁର ଯୁଗଳ ଭଟ୍ଟ, ଚନ୍ଦ୍ରାଦେଇପୁର ମାଟିସାହିର ମକର ପଲେଇ ଓ ରାଜତେଇ ଚଇତନ ସାହୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ…