ଚମ୍ପୁଆ ରେଞ୍ଜ ଜାମୁଦଲକ,ବୈତରଣୀ ନିକଟ ଜଙ୍ଗଲରେ ପ୍ରସବ ବେଦନାରେ ଛଟପଟ ହାତୀ, ଜଗି ରହିଛନ୍ତି ବନ୍ୟ ଚିକିତ୍ସକ
ଯୋଡା(କେନ୍ଯୁଜ୍): ପ୍ରସବ ବେଦନାରେ ଛଟପଟ ହାତୀ । ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ହାତୀଟି ତଳେ ଗଡୁଛି ତ କେତେବେଳେ ଏଣେ ତେଣେ ଘୂରି ବୁଲୁଛି । ଜଗି ରହିଛନ୍ତି ଅନ୍ୟ ହାତୀମାନେ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଜାମୁଦଲକ, ବୈତରଣୀ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।…