କୂଳରେ ଲାଗିଲା ସମ୍ବଲପୁର ସାପଲହରା ନିକଟ ପୋଖରୀରେ ଫସିଥିବା ହାତୀ, ଏବେ ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍
ସମ୍ବଲପୁର(କେନ୍ୟୁଜ): କୂଳରେ ଲାଗିଲା ହାତୀ । ସମ୍ବଲପୁର ସାପଲହରା ନିକଟ ପୋଖରୀରେ ହାତୀ ଫସିବା ଘଟଣା । ବିଶେଷଜ୍ଞ ଟିମ୍ ଦ୍ୱାରା ଅସୁସ୍ଥ ହାତୀକୁ କୂଳକୁ ଅଣାଯାଇଛି । କୂଳକୁ ଆଣି ହାତୀକୁ ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍ । OUATର ଏକ ଟିମ୍ ମଧ୍ୟ ସାମିଲ ଅଛନ୍ତି । ରଶି ଦ୍ୱାରା…