Browsing Tag

elephant seek

ଚନ୍ଦକା: ପୁଣି ଅସୁସ୍ଥ ମାଈ ହାତୀ, ଚିନ୍ତାରେ ବନ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଅସୁସ୍ଥ ମାଈ ହାତୀ । ଚନ୍ଦକା ବନଖଣ୍ଡ ଅଧୀନ ବାଆଁରା ପଶିଆ ପଡିଆରେ ଏକ ମାଈହାତୀ ଅସୁସ୍ଥ ହୋଇ ପଡିରହିଛି । ସ୍ଥାନୀୟ ଲୋକେ ହାତୀକୁ ଦେଖି ଡମପଡ଼ା ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ୱାଇଲ୍‌ଡ ଲାଇଫ୍‌ ପିସିଏଫ୍‌ ଓ ପଶୁ ବିଶେଷଜ୍ଞ ପହଞ୍ଚିଛନ୍ତି। ଏହା…