Browsing Tag

elephant stuck near munduli

ମହାନଦୀ ପାର ହେଉଥିବା ବେଳେ ଭାସିଗଲେ ୭ ହାତୀ, ମୁଣ୍ଡୁଳି ବ୍ରିଜ ନିକଟରେ ଲାଖିଛନ୍ତି ୩ଟି

କଟକ(କେନ୍ଯୁଜ୍): ମହାନଦୀରେ ଭାସିଗଲେ ହାତୀପଲ। ମହାନଦୀ ପାର ହେଉଥିବାବେଳେ ପାଣି ସୁଅରେ ଭାସିଗଲେ ୭ଟି ହାତୀ। ୩ଟି ହାତୀ ମୁଣ୍ଡୁଳି ବ୍ରିଜ ନିଟକରେ ଲାଖି ଲେଖିଛନ୍ତି । ଆଉ ବାକି ହାତୀ ମହାନଦୀରେ ଭାସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି। ମୁଣ୍ଡଳି ବ୍ରିଜରେ ଲାଖିଥିବା…