Browsing Tag

elephant terror

ଶିମିଳିପାଳ ଜାଳିବା ପରେ ଗାଁ ମୁହାଁ ହାତୀପଲ, ବାଲେଶ୍ବରରେ ୫୦ରୁ ଊର୍ଦ୍ଧ୍ବ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ

ଜଳେଶ୍ୱର (କେନ୍ୟୁଜ): ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ବାଲେଶ୍ବର ନାଇକୁଡି ଗାଁରେ ୫୦ରୁ ଊର୍ଦ୍ଧ୍ବ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ।  ଗତକାଲି ରାତିରେ ନାଇକୁଡି ଗାଁରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ଜଙ୍ଗଲ ଛାଡି ହାତୀପଲ ଗାଁ ମୁହାଁ…

ରାଜଧାନୀରେ ପୁଣି ହାତୀ ଆତଙ୍କ, ସାଲିଆସାହିରେ ବୁଲୁଛି ଦନ୍ତା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ପୁଣି ହାତୀ ଆତଙ୍କ। ଭୁବନେଶ୍ବର ସାଲିଆସାହି ହାତୀଶୁଆଣି ଛକରେ ବୁଲୁଛି ଦନ୍ତା । ଗତକାଲି ରାତିରେ ହାତୀଟି ପାଚେରୀ ଭାଙ୍ଗି ପଶି ଆସିଥିଲା। ତେବେ ହାତୀଟି କାହାରି କୌଣସି କ୍ଷତି କରିନି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇ ଦେଇଥିଲା। ସହର…

୨୫ଟିକିଆ ହାତୀ ପଲ ଭୟରେ ରଣବା ପଞ୍ଚାୟତ ମାଦୁକେତା ଗ୍ରାମବାସୀ

ରାଇକିଆ(କେନ୍ୟୁଜ) : ହାତୀ ଉପଦ୍ରବ । ଘର ଭାଙ୍ଗିଦେଲେ । ୨୫ଟିକିଆ ହାତୀ ପଲ ଭୟରେ ଗ୍ରାମବାସୀ । ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତ ମାଦୁକେତା ଗ୍ରାମରେ । ପ୍ରାୟ ୨୫ ଟିକିଆ ହାତୀ ପଲ ଗତକାଲି ରାତିରେ ଗାଁରେ ପଶିଥିଲେ । ଗାଁର ଉଷା ମଳିକଙ୍କ ଘର ଭାଙ୍ଗି ଦେଇଥିବା…

ଅନୁଗୋଳ ତୁରଙ୍ଗ ଗାଁରେ ୬ ଟିକିଆ ଦନ୍ତା ହାତୀଙ୍କ ଆତଙ୍କ

ଅନୁଗୋଳ(କେନ୍ୟୁଜ): ଅନୁଗୋଳ ତୁରଙ୍ଗ ଗାଁରେ ୬ ଟିକିଆ ଦନ୍ତା ହାତୀ ଆତଙ୍କ। ଆଜି ଭୋରରୁ ଅନୁଗୋଳ ରେଞ୍ଜ ତୁରଙ୍ଗ ଗାଁର ଦେହୁରୀ ସାହିରେ ପଶିଛନ୍ତି ୬ଟି ଦନ୍ତା ହାତୀ। ଦେହୁରୀ ସାହିର ବାଉଁଶ ପୋଖରୀ ନିକଟରେ ଥିବା ଏକ ବୁଦାଳିଆ ଜଙ୍ଗଲରେ ରହିଛନ୍ତି ହାତୀ । ଗାଁରେ ହାତୀ ପଶିଥିବା ଜଣାପଡ଼ିବା…

ବିଚ୍ ରାସ୍ତାରେ ଦୌଡା ଦୌଡି: ବଣାଇ ସହରରେ ହାତୀ ଆତଙ୍କ, ଭାଇରାଲ ହେଉଛି ଭିଡିଓ

ବଣାଇ(କେନ୍ୟୁଜ୍):  ଆଗେ ଆଗେ ହାତୀ, ପଛେ ପଛେ ଲୋକ । ତାହା ପୁଣି ବିଚ୍ ରାସ୍ତା ଉପରେ । ଯାହାର ଦୃଶ୍ୟ ଦେଖିଲେ ଛାତି ଥରିଉଠିବ । ରାସ୍ତାର ଗୋଟିଏ ପାର୍ଶ୍ୱରେ ଗୋଟେ ହାତୀ ଏବଂ ଅନ୍ୟ ପାର୍ଶ୍ୱରେ ଆଉ ଏକ ହାତୀ ଦୌଡୁଛନ୍ତି । ଆଉ ତାଙ୍କ ପଛେ ପଛେ ଦୌଡୁଛନ୍ତି ଲୋକେ । ଜନଗହଳିପୂର୍ଣ୍ଣ…

ହାତୀ ଭୟରେ ୧୭ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ସ୍କୁଲ୍ ଯିବାକୁ ହେଉନାହାନ୍ତି ରାଜି

ରେଢାଖୋଲ(କେନ୍ୟୁଜ୍): ଆପଣଙ୍କୁ ଦୟାକରି କହୁଛୁ ଆଜ୍ଞା, ଆମ ସ୍କୁଲ ଆମକୁ ଫେରାଇ ଦିଅ । ହାତୀ ଭୟରେ ସ୍କୁଲ ଖୋଲିବା ଦିନ ଠାରୁ ପଢିବାକୁ ଯାଇପାରୁନୁ।ଏମିତି କିଛି ଆକୁଳ ନିବେଦନ କରି କହୁଛନ୍ତି ରେଢାଖୋଲ ବ୍ଲକ ଖଇରଟାପଗାଁର କମୋଳମତି ଛାତ୍ରଛାତ୍ରୀମାନେ । ହାତୀ ସମସ୍ୟା ଯୋଗୁଁ ଗାଁ ପିଲାମାନେ…

ବିଳମ୍ବିତ ରାତିରେ ମାର୍କେଟରେ ବୁଲୁଛି ହାତୀ

କରଞ୍ଜିଆ (କେନ୍ୟୁଜ୍‌): ମାର୍କେଟରେ ବୁଲୁଛି ହାତୀ। ଗତକାଲି ବିଳମ୍ବିତ ରାତିରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଶୁକୃଳି ବଜାରରେ ବୁଲୁଥିବା ଦେଖିବାକୁ ମିଳିଛି। ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ରାତି ପ୍ରାୟ ୧୨ଟା ବେଳେ ହାତୀଟି ମାର୍କେଟ୍‌ ରାସ୍ତା ଦେଇ…

ରାଜଧାନୀର ଭରତପୁର ସମ ହସ୍‌ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ, ସିସିଟିଭିରେ କଏଦ ହେଲା ଚିତ୍ର

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ବୁଲୁଛି ହାତୀ । ଭରତପୁର ସମ ହସ୍‌ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ । ରାତି ଅଧରେ ପଶି ଭାଙ୍ଗିଲା ପାଚେରୀ । ସିସିଟିଭିରେ କଏଦ ହୋଇଛି ଚିତ୍ର। ଗତକାଲି ରାତିରେ ହାତୀଟି କଲୋନୀରେ ପଶି ଗେଟ୍‌କୁ ହଲାଇଥିଲା । ଶବ୍ଦ ଶୁଣି ଲୋକେ ଘରୁ ବାହାରି ଦେଖିବାରୁ…

ପୁରୀରେ ଦନ୍ତା ହାତୀର ଉତ୍ପାତ, ଖୁବଶୀଘ୍ର କରାଯିବ ଟ୍ରାଙ୍କୁଲାଇଜ୍‌

ପୁରୀ (କେନ୍ୟୁଜ): ପୁରୀ ବାଲିଗୁଆଳିରେ ହାତୀ ଆତଙ୍କ । ସୋମବାର ରାତିରେ ପୁରୀ ସହର ଆଡକୁ ଏକ ଦନ୍ତା ହାତୀ ମାଡ଼ି ଆସିଥିଲା । ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦ୍ବାରା ଟ୍ରାଙ୍କୁଲାଇଜ୍…

କରଞ୍ଜିଆ ବନଖଣ୍ଡରେ ୪୫ ଟିକିଆ ହାତୀପଲ, ୧୦୦ରୁ ଉର୍ଦ୍ଧ୍ୱ ଗାଁରେ ଆତଙ୍କ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ ବନଖଣ୍ଡରେ ୪୫ ଟିକିଆ ହାତୀପଲ । ବନଖଣ୍ଡର ପୃଥକ ପୃଥକ ସ୍ଥାନରେ ଅଛନ୍ତି ୪୫ଟି ହାତୀ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ପାର ହୋଇ ୨୪ ଟିକିଆ ହାତୀପଲ ଆସିଛନ୍ତି । ୨୪ଟିକିଆ ହାତୀପଲରେ ୬ଟି ଦନ୍ତା ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଅଛନ୍ତି ।…

କଟକ ଛାଡିଲେ ହାତୀପଲ, ଏବେ ପାଣି ଭିତରେ ନୂଆପାଟଣା ମଧୁସୁଦନ ବ୍ରିଜ୍‌ ପାର ହୋଇ ଆଠଗଡ ବନଖଣ୍ଡ ମୁହାଁ

କଟକ(କେନ୍ୟୁଜ): କଟକକୁ ଆଉ ନାହଁ ହାତୀ ବିପଦ । କଟକ ଛାଡିଲେ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ମହାନଦୀ ପଠାରୁ ହାତୀପଲ ପଳାଇଛନ୍ତି। ପାଣି ଭିତରେ ନୂଆପାଟଣା ମଧୁସୁଦନ ବ୍ରିଜ୍‌ ପାର ହୋଇ ହାତୀପଲ ଆଠଗଡ ବନଖଣ୍ଡ ଆଡକୁ ଯାଉଛନ୍ତି । କଟକ ଗଡଗଡିଆ ଘାଟରୁ ଅଳ୍ପ କିଛି ଦୂର ହରିଣ ପାର୍କ…

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ ,ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କିଛି ମାସ ହେବ ୨୪ ଟିକିଆ ହାତୀପଲ ଯୋଗୁଁ ଶୁକୃଲି, କରଞ୍ଜିଆ ,ରରୁଆ ଏବଂ ଯଶିପୁର ବ୍ଲକ ରେ ଉପଦ୍ରବ ଜାରି ରଖିଛନ୍ତି । ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଉକ୍ତ ଲୋକମାନେ ମାସେ ମଧ୍ୟରେ ଦୁଇ ଦୁଇଥର ବନ…