ଭୋକ ଲାଗିଲା ବୋଲି ଗୁପଚୁପ୍ ଖାଇବାକୁ ଆସିଲା ହାତୀ, ଭିଡିଓ ନ ଦେଖିଲେ ବିଶ୍ୱାସ କରିପାରିବେନି ଆପଣ
ଗୁପଚୁପ୍ ଏମିତି ଏକ ଖାଦ୍ୟ, ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଯେତେ ଖାଇଥିଲେ ମଧ୍ୟ ଗୁପ୍ଚୁପ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଲକ୍ଷ ଲକ୍ଷ ଲୋକେ ଏହି ଷ୍ଟ୍ରିଟ୍ ଫୁଡ ଖାଇବାକୁ ପସନ୍ଦ କରନ୍ତି। ଆଉ ଏହା ଏମିତି ଖାଇବା ଯାହାକୁ ଖାଇବାକୁ ସମସ୍ତଙ୍କ ପାଟରୁ ଲାଳ ଗଳିଥାଏ। ବଜାର…