Browsing Tag

elephant video

ଭୋକ ଲାଗିଲା ବୋଲି ଗୁପଚୁପ୍‌ ଖାଇବାକୁ ଆସିଲା ହାତୀ, ଭିଡିଓ ନ ଦେଖିଲେ ବିଶ୍ୱାସ କରିପାରିବେନି ଆପଣ

ଗୁପଚୁପ୍‌ ଏମିତି ଏକ ଖାଦ୍ୟ, ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଯେତେ ଖାଇଥିଲେ ମଧ୍ୟ ଗୁପ୍‌ଚୁପ୍‌ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଲକ୍ଷ ଲକ୍ଷ ଲୋକେ ଏହି ଷ୍ଟ୍ରିଟ୍‌ ଫୁଡ ଖାଇବାକୁ ପସନ୍ଦ କରନ୍ତି। ଆଉ ଏହା ଏମିତି ଖାଇବା ଯାହାକୁ ଖାଇବାକୁ ସମସ୍ତଙ୍କ ପାଟରୁ ଲାଳ ଗଳିଥାଏ। ବଜାର…

ଟ୍ରକ ଚାଳକଙ୍କ ଠାରୁ ଭିନ୍ନ ଅନ୍ଦାଜରେ ଟ୍ୟାକ୍ସ ଆଦାୟ କରୁଛି ହାତୀ, ଥରେ ଦେଖନ୍ତୁ ଏହି ଭିଡିଓ

ସାଧାରଣତଃ ଆମେ ଜଙ୍ଗଲର ରାଜା ଭାବେ ସିଂହକୁ ଜାଣିଥାଉ । କିନ୍ତୁ ଯଦି ବଳ ଓ ରାଗକୁ ଦେଖାଯାଏ ତେବେ ଜଙ୍ଗଲର ପ୍ରକୃତ ରାଜା ଭାବରେ ହାତୀକୁ ଧରାଯିବ । ଯଦି କେବେ ହାତୀକୁ ରାଗ ଲାଗେ ସେହି ସମୟରେ ବଳବାନ ସିଂହର ବି ଅବସ୍ଥା ଖରାପ ହୋଇଯାଏ । ଆଉ କେବେ କେବେ ହାତୀ ନିଜ ପୁରା ପରିବାର ସହିତ ସଡକ…

କାନ୍ଥ ବାଡ଼ ଡେଇଁ ଛୁ’ ମାରିଲା ହାତୀ, ଦେଖନ୍ତୁ ମଜାଦାର ଭିଡିଓ

ହାତୀ ଏକ ଓଜନିଆ ଜୀବ ବୋଲି ଆମେ ସମସ୍ତେ ଜାଣୁ। ମୋଟା ହୋଇଥିବାରୁ ଏହା ଡିଆଁ କୁଦା କରିପାରେ ନାହିଁ କି କେଉଁଠି ଚଢ଼ିପାରିନଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି ହାତୀର ଭିଡିଓ ଭାଇରାଲ ହେଉଛି, ଯିଏ ମଣିଷ ଭଳି ଏକ କାନ୍ଥ ଉପରେ ଚଢ଼ି ଆରପଟକୁ ଚାଲିଯାଉଛି। ହାତୀଟି ଏଭଳି ଟେକ୍ନିକ…

ଜଣେ ମାଆ ତାର ଛୁଆ କଣ କରିପାରେ ଆପଣ ଏ ଭିଡିଓ ଦେଖିଲେ ଜାଣିପାରିବେ

ଜଣେ ପିଲା ତାର ମାଆ ପାଇଁ ଜୀବନ ଥାଏ। ପିଲାର କିଛି ହେଇଗଲେ ମାଆର ଛାତି ଫାଟିଯାଏ। ଆଉ ମାଆ ସବୁବେଳେ ପିଲାର ଯତ୍ନ ନେଇଥାଏ ଆଉ ବାତ୍ସଲ୍ୟ ମମତାରେ ପିଲାକୁ ଏତିକି ଟିକିଏ ବି ଆଘାତ ଦିଏନା। ମାଆର ଏହି ପ୍ରେମ ଏବଂ ଯତ୍ନ ମଣିଷ ଏବଂ ପଶୁ ଉଭୟଙ୍କ ମଧ୍ୟରେ ସ୍ୱାଭାବକିକ ବା ସମାନ ଥାଏ। ଉଭୟ ନିଜ…

ବସ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚିଲା, ଦେଖନ୍ତୁ କଣ ଘଟିଥିଲା ଘଟଣା

ଥରେ ଭାବନ୍ତୁ ତ ଯଦି କେବେ ଆପଣଙ୍କ ସାମ୍ନାକୁ ହାତୀଟିଏ ଚାଲିଆସୁଛି । ଆଉ ଆପଣଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି । ସେମିତି ଏକ ପରିସ୍ଥିତିରେ ଆପଣ କଣ କରିବେ । ନିଶ୍ଚିତ ଖୁବ ଜୋରସେ ଡରି ଯିବେ । ଆଉ କଣ କରିବେ କଣ ନାହିଁ ଚିନ୍ତା କରିକରି ବ୍ୟତିବ୍ୟସ୍ତ ହୋଇପଡିବେ । ଏମିତି ହିଁ…

ମାହୁନ୍ତକୁ ଅନ୍ତିମ ବିଦାୟୀ ଦେବା ପାଇଁ ପହଞ୍ଚିଲା ହାତୀ, ଶୁଣ୍ଢ ଟେକି ଦେଲା ଶ୍ରଦ୍ଧାଞ୍ଜଳି; ମନକୁ ଛୁଇଁଯିବ ଏହି…

ହାତୀ ଓ ମାହୁନ୍ତର ସମ୍ପର୍କ ଖୁବ ନିବିଡ଼। ଆମେ ଏହା ପୂର୍ବରୁ ଅନେକ ଥର ଫିଲ୍ମରେ ଦେଖିଛେ। କିନ୍ତୁ ଏବେ ଏହି ସମ୍ପର୍କର ଗଭୀରତା ଦେଖିବାକୁ ମିଳିଛି ଏକ ଭିଡିଓରେ। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କେରଳର କୋଟାୟମ୍ ଜିଲ୍ଲାରେ।…

ଛିଡ଼ା ଛିଡ଼ା ନିଦରେ ଶୋଇଗଲା ହାତୀ ଛୁଆ, ହଠାତ୍‌ ହେଲା ଏମିତି କିଛି ମା’ ବି ହୋଇଗଲା ଆଶ୍ଚର୍ଯ୍ୟ, ଦେଖନ୍ତୁ ମଜାଦାର…

ଆଜିକାଲି ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର କୌତୁକିଆ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓଗୁଡ଼ିକୁ ଦେଖିଲେ ଲୋକେ ବି ବହୁତ ଖୁସି ହୋଇଯାଉଛନ୍ତି। କିନ୍ତୁ ଏମିତି ବି କିଛି ଭିଡିଓ ଅଛି, ଯାହାକୁ ଦେଖିବାକୁ ବାରମ୍ବାର ଇଚ୍ଛା ହୋଇଥାଏ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ…

ଗଣେଶଙ୍କ ଆଳତି ସମୟରେ ମନ୍ଦିରକୁ ପଶି ଆସିଲା ହାତୀ, ମୁଣ୍ଡ ନୁଅାଁଇ ଏମିତି ନେଲା ଆଶୀର୍ବାଦ, ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ହୃଦୟକୁ ଛୁଇଁଦେଲା ଭଳି ଏକ ହାତୀର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ହସ ଫୁଟି ଉଠିବ। ଭିଡିଓରେ ଦେଖିବାକୁ ମିଳୁଛି କି, ସନ୍ଧ୍ୟା ସମୟରେ ଭଗବାନ ଗଣେଶଙ୍କ ଆଳତି ଚାଲିଥିବା ବେଳେ ଏକ ହାତୀ ମନ୍ଦିର ପରିସର ଭିତରକୁ ଚାଲି ଆସୁଛି ଏବଂ ମୁଣ୍ଡ…

ଏଠି ହାତୀ ଆଦାୟ କରୁଛନ୍ତି ଆୟ କର, କେମିତି ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ       

ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଏକ ହାତୀ ପରିବାରଙ୍କ କୌତିକିଆ ଦୃଶ୍ୟର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦଳବଦ୍ଧ ଭାବେ ଯାଉଥିବା ଏକ ହାତୀ ପଲ ରାସ୍ତାରେ ଯାଉଥିବା ଏକ ଟ୍ରକକୁ ଅଟକାଇ ସେଥିରେ ଥିବା ଆଖୁକୁ ଟାଣି ଟାଣି ଖାଉଥିବାର ନଜର ଆସୁଛନ୍ତି । ଅନେକ ସମୟ ଧରି ଟ୍ରକ ସଡକ ମଝିରେ…

ରାସ୍ତା ଉପରେ ଗାଡି ଅଟକାଇ ହାତୀ ନେଉଛି ଟ୍ୟାକ୍ସ, ଦେଖନ୍ତୁ ଭିଡିଓ

ମଣିଷମାନଙ୍କ ପରି ପଶୁମାନେ ମଧ୍ୟ ମନଇଛା କାମ କରିବା ବା ଦାଦାଗିରିରେ ଓସ୍ତାଦ ହୋଇଥାନ୍ତି । ଯଦିଓ ଏହି କଥାକୁ କେହି ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଏହା ସତ ଅଟେ । ଏଭଳି ଏକ ଘଟଣା ବର୍ତ୍ତମାନ ଫେସବୁକରେ ବହୁତ ଟ୍ରେଣ୍ଡ ହେଉଛି । ନିକଟରେ ଭାଇରଲ ହେଉଥିବା ଏକ ଭିଡିଓରେ ହାତୀ ରାସ୍ତାରେ…

ବଗିଚାରେ ପଡ଼ିଥିବା ଅଳିଆକୁ ନିଆରା ଉପାୟରେ ସଫା କରୁଛି ହାତୀ, ଭିଡିଓ ଦେଖିଲେ ବିଶ୍ୱାସ କରିପାରିବେନି

କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କର ମଧ୍ୟ ମନ ଅଛି, ଇଚ୍ଛା ଅଛି। ସେମାନେ ବି କୁନି ପିଲାଙ୍କ ଭଳି ବିଭିନ୍ନ କୌତୁକିଆ କାମ କରିଥାନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ହାତୀଟିଏ ପାଖରେ ପଡ଼ିଥିବା ଅଳିଆ ଆବର୍ଜନାକୁ…