Browsing Tag

elephant viral video

ରାଗିଗଲେ ଗଜରାଜ, ଆଉ ଫୁଟବଲ ଭଳି ବାଇକକୁ କଚାଡି ଫିଙ୍ଗିଲେ ; ଭିଡିଓ ଭାଇରଲ

ହାତୀ ସର୍କସରେ ମୋଟରସାଇକେଲ ଚଲାଉଥିବା, ଫୁଟବଲ ଖେଳୁଥିବା ନିଶ୍ଚିତ ଭାବେ ଦେଖୁଥିବେ। ଏହାକୁ ଦେଖି ଆମେ ସବୁ ଛୋଟ ବେଳେ କେତେ ଖୁସି ହେଉଥିଲୁ । କିନ୍ତୁ ଯଦି ହାତୀ ଏମିତି କାମ ସତରେ କରେ, ଏହାକୁ ଦେଖି ଆପଣ ନିଶ୍ଚିତ ଭୟ କରିବେ। ଠିକ୍‌ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି…

ଭୋକ ଲାଗିଲା ବୋଲି ଗୁପଚୁପ୍‌ ଖାଇବାକୁ ଆସିଲା ହାତୀ, ଭିଡିଓ ନ ଦେଖିଲେ ବିଶ୍ୱାସ କରିପାରିବେନି ଆପଣ

ଗୁପଚୁପ୍‌ ଏମିତି ଏକ ଖାଦ୍ୟ, ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଯେତେ ଖାଇଥିଲେ ମଧ୍ୟ ଗୁପ୍‌ଚୁପ୍‌ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଲକ୍ଷ ଲକ୍ଷ ଲୋକେ ଏହି ଷ୍ଟ୍ରିଟ୍‌ ଫୁଡ ଖାଇବାକୁ ପସନ୍ଦ କରନ୍ତି। ଆଉ ଏହା ଏମିତି ଖାଇବା ଯାହାକୁ ଖାଇବାକୁ ସମସ୍ତଙ୍କ ପାଟରୁ ଲାଳ ଗଳିଥାଏ। ବଜାର…

ସାଙ୍ଗରେ ଖେଳିବା ପାଇଁ ଯୁବକଙ୍କୁ ମନାଉଛି ଛୁଆ ହାତୀ, ଭାଇରାଲ ଭିଡିଓ ଦେଖିଲେ ଆପଣ ହୋଇଯିବେ ଚକିତ

ନୂଆଦିଲ୍ଲୀ : ଆପଣ ‘ହାତୀ ମେରା ସାଥୀ’ ଫିଲ୍ମରେ ହାତୀର କମାଲ ଦେଖିଥିବେ । ହେଲେ ନିଜ ଆଖିରେ ହାତୀର ଏପରି କମାଲ କେବେ ଦେଖି ନଥିବେ । ହେଲେ ସୋସିଆଲ ମିଡିଆରେ ଏକ ଛୁଆ ହାତୀର କମାଲ ଭିଡିଓ ଦେଖିବାକୁ ମିଳିଛି । ଯେଉଁଠି ହାତୀ ଛୁଆଟି ଖେଳିବା ପାଇଁ ଜଣେ ଯୁବକଙ୍କୁ ଡାକୁଛି । ସୋସିଆଲ…

ଆର୍ମି କ୍ୟାମ୍ପ ହସପିଟାଲରେ ପଶି ଓ୍ଵାର୍ଡ ବୁଲୁଛି ହାତୀ, ଭିଡିଓ ଭାଇରଲ

ହସପିଟାଲରେ ହାତୀ । ହାତୀର ଏମିତି କ’ଣ ହେଲା ଯେ, ସେ ନିଜେ ନିଜେ ହସପିଟାଲକୁ ଚାଲିଆସିଲା। ଆପଣ ହୁଏତ ଏହାକୁ ପଢି କିଛି ବୁଝିପାରୁନଥିବେ। ଘଟଣା ହେଉଛି, ଟ୍ଵିଟରରେ ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଆପଣ ଅନେକ ଭାଇରଲ ଭିଡିଓ ନିଶ୍ଚିତ ଦେଖିଥିବେ। ସାପ, ବେଙ୍ଗ, କୁମ୍ଭୀର, ହାତୀ…

କୁନି ହାତୀକୁ Z++ ସୁରକ୍ଷା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଆପଣ ବି ଦେଖନ୍ତୁ

ବର୍ତ୍ତମାନ କେବଳ ମଣିଷ ନୁହେଁ ପଶୁ ମାନେ ମଧ୍ୟ ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ଯାହାକୁ ଦେଖିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ଖୁବ୍ ଭାଇରଲ ହୋଇଥାଏ । ଯାହାକୁ ଦେଖି ଜଣେ ଭାବିବାକୁ ବାଧ୍ୟ ହୋଇଥାଏ ଯେ ପ୍ରକୃତରେ ପଶୁମାନେ ବି କେତେ ଚାଲାକ।…

ହାତୀ ଛୁଆ ପାଳନ କଲା ଜନ୍ମ ଦିନ, ଭିଡିଓ ଭାଇରାଲ

ତାମିଲନାଡୁ : ସୋସିଆଲ ମିଡିଆରେ ବେଳେ ବେଳେ ଏମିତି କିଛି ଭିଡିଓ ଆସିଥାଏ । ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହା ଭିତରେ ଏକ ହାତୀ ଛୁଆର ଜନ୍ମ ଦିନ ପାଳନ ଭିଡିଓ ଖୁବ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଆପଣ ବି କ୍ଷଣିକ ପାଇଁ ଆନନ୍ଦ ଅନୁଭବ କରିବେ । ଭିଡିଓରେ ହାତୀ…