ଗଞ୍ଜାମ ଚିକିଟି ନିକଟସ୍ଥ ଚାନ୍ଦପୁର ଗାଁ ନିକଟରେ ବଣୁଆ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ
ଗଞ୍ଜାମ : ବଣୁଆ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ। ଗଞ୍ଜାମ ଜିଲ୍ଲା ଚିକିଟି ନିକଟସ୍ଥ ଚାନ୍ଦପୁର ଗାଁ ନିକଟରେ ଏହି ଅଘଟଣ ଘଟିଛି। ମୃତକ ଜଣକ ହେଲେ ବୃନ୍ଦାବନ ବିନ୍ଧାଣି। ଗତକାଲି ରାତିରେ ୧୫ଟିକିଆ ହାତୀ ପଲ ଲୋକଙ୍କ ଜମିରେ ପଶିଥିଲେ।
କିଛି ଲୋକ ହାତୀ ପଲକୁ ଦେଖିବାକୁ ଯାଇଥିଲେ। ଏହି…