Browsing Tag

elephants playing in the river

ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ଜଳକ୍ରୀଡା

କେନ୍ଦୁଝର(କେନ୍ଯୁଜ୍):ପାଣିରେ ଖେଳୁଛନ୍ତି ହାତୀ ପଲ । ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ମନୋରମ ଜଳକ୍ରୀଡା ଦୃଶ୍ୟକୁ ଉପଭୋଗ କରୁଛନ୍ତି ଲାକେ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍‌ ଅଞ୍ଚଳରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି…