କରଞ୍ଜିଆ ବନଖଣ୍ଡକୁ ବାହୁଡ଼ିଲେ ୨୦ ଟିକିଆ ହାତୀପଲ, ଆତଙ୍କରେ ନିଆଁ ହୁଳା ଧରି ଜଗିଲେ ଲୋକେ
କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଦୀର୍ଘଦିନ ପରେ ଝାଡ଼ଖଣ୍ଡ ରାଜ୍ୟରୁ ଫେରିଲେ ହାତୀପଲ । ଏହି ହାତୀପଲରେ ୨୦ ଟି ହାତୀ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରେ ରରୁଆ ବ୍ଲକ ଅନ୍ତର୍ଗତ ଜାମୁତି ଦେଇ ଝାଡ଼ଖଣ୍ଡ ରାଜ୍ୟରୁ ପ୍ରବେଶ କରିଥିଲେ ହାତୀ…