ଚୋରା ମଦ ଖୋଜିବାକୁ ଆସି ହଟହଟା ହେଲେ ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ
ଜଳେଶ୍ୱର: ଚୋରା ମଦ ଖୋଜିବାକୁ ଆସି ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ ହଟହଟା ହେଉଥିବା ବେଳେ ପୋଲିସ ଉଦ୍ଧାର କରି ଛାଡ଼ିଛି l ଆଜି ଜଳେଶ୍ୱର ଅବକାରୀ ସେଟଲାଇଟ ଥାନା ଅଧିକାରୀ ଲକ୍ଷସାଧନ ପ୍ରଧାନ ଏକ ଟିମ ନେଇ ଅନନ୍ତପୁର ଫାଣ୍ଡି ଅଧୀନସ୍ଥ ଆମ୍ବତୋଟା ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଧିକାରୀ ପର୍ଶୁରାମ ପରିଡା ଓ ତାଙ୍କ ଭାଇ ବୁଦ୍ଧିରାମ ପରିଡାଙ୍କ ଘରେ ପହଞ୍ଚିଥିଲେ । ଏବଂ ତାଙ୍କ ବାଡ଼ିରେ ଚୋରା ମଦ ରଖି ବିକ୍ରୀ କରୁଥିବା…
Read More...