ଏଲି ହେଲେ ଦୁଲହନିୟା : ଜାଣନ୍ତୁ କିଏ ହେଲେ ଜୀବନସାଥି
ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଆର ଜଣେ ଜଣାଶୁଣା ଉପସ୍ଥାପିକା ତଥା ଅଭିନେତ୍ରୀ ଏଲି ପାଢ଼ୀଙ୍କ ଗତ କାଲି ଶେଷ ହୋଇଛି ବିବାହ। ଶ୍ରୀମୟ କୁମାର ପଣ୍ଡାଙ୍କ ସାତ ଜନମ ପାଇଁ ହାତ ଧରିଛନ୍ତି ଅଭିନେତ୍ରୀ ଏଲି ପାଢ଼ୀ । ଏଲି ଅଭିନୟ ଅପେକ୍ଷା ତାଙ୍କ ଉପସ୍ଥାପନା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଜଣାଶୁଣା।…