Browsing Tag

emergency

ମୋବାଇଲକୁ ଆସୁଛି କି ଏମର୍ଜେନ୍ସି ଆଲର୍ଟ, ଭୟଭୀତ ହୁଅନ୍ତୁ ନାହିଁ

ଭୁବନେଶ୍ବର:  ଆପଣଙ୍କ ଫୋନକୁ ଆସୁଛିକି ଏମର୍ଜେନ୍ସି ଆଲର୍ଟ । ଯଦି ଏପରି ହୋଇଛି, ତେବେ ଆତଙ୍କୀତ ନହେବା ପାଇଁ ଟେଲିକମ୍ ବିଭାଗ ପରାମର୍ଶ ଦେଇଛି । ତେବେ ଏହି ଆଲର୍ଟ ଜରୁରୀକାଳୀନ ସ୍ଥିତିରେ ଆସିବ ଜଣାପଡିଛି । ଏଥିପାଇଁ କୌଣସି ଲୋକ ଭୟଭୀତ ନହୋଇ ମେସେଜକୁ ଅଣଦେଖା କରନ୍ତୁ । ଆଜି…

ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତି

ନୂଆଦିଲ୍ଲୀ : ମଧ୍ୟ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସମଗ୍ର ଦେଶରେ ଜରୁରୀକାଳୀନ ଘୋଷଣା ହୋଇଛି । ଇରାନର ରାଜଧାନୀ ତେହରାନରେ ଆକ୍ରମଣ ହୋଇଥିବା କୁହାଯାଉଛି । ପୂର୍ବରୁ ଆଫଗାନିସ୍ତାନ…

ଟେକଅପ୍ ପୂର୍ବରୁ ବିମାନରେ ବ୍ରେକ୍ ଲଗାଇଲେ ପାଇଲଟ, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା

ଦିଲ୍ଲୀ : ଅଳ୍ପକେ ଟଳିଲା ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଏକ ବିମାନକୁ ବାତିଲ କରାଯାଇଛି । ତେଣୁ ପାଇଲଟମାନେ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁଯାୟୀ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ସତର୍କତାର ସହ ପାଇଲଟଙ୍କ ଜରୁରୀ ଅବତରଣ ପାଇଁ ସମସ୍ତ…

ପେରୁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ପେରୁରେ ସ୍ଥିତି ବେଶ୍ ଉତ୍ତେଜନାପୂର୍ଣ୍ଣ ରହିଛି । ରାଜଧାନୀ ଲିମାରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ପରିସ୍ଥିତିକୁ ସ୍ଥିର ରଖିବା ପାଇଁ  ଏପରି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଲୋକପ୍ରିୟ ଗାୟକଙ୍କ ହତ୍ୟା ପରେ ଏଠାରେ…

ଲୋକଙ୍କୁ ଆକୃଷ୍ଟ କରିପାରୁନାହିଁ କଙ୍ଗନାଙ୍କ ଏମରଜେନ୍ସି, ଦୁଇ ଦିନରେ କରିଛି ଏତିକି କଲେକ୍ସନ

ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ପଲିଟିକାଲ ଡ୍ରାମା ଫିଲ୍ମ ଏମରଜେନ୍ସି ରିଲିଜ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଦିନରୁ ଅପେକ୍ଷା କରିଥିଲେ । ଶେଷରେ ଫିଲ୍ମ ଏମରଜେନ୍ସି ଜାନୁୟାରୀ ୧୭ରେ ରିଲିଜ ହୋଇଛି । ରିଲିଜ ହେବା ପରେ ମଧ୍ୟ ଏହି ଫିଲ୍ମକୁ ଦେଖିବା ପାଇଁ ଭିଡ…

ଏମରଜେନ୍ସି କୁ ନେଇ ବଢୁଛି ସସପେନ୍ସ…ଇନ୍ଦିରାଗାନ୍ଧୀଙ୍କ ଜୀବନର ସ୍ଲାଇଡ ଶୋ ହୋଇଗଲା ଏହି ଫିଲ୍ମ

ଏମରଜେନ୍ସି ଫିଲ୍ମରେ ଇନ୍ଦିରାଗାନ୍ଧିଙ୍କ ପିଲାଦିନ ଠାରୁ ତାଙ୍କୁ ହତ୍ୟା ସମୟ ପର୍ଯ୍ୟନ୍ତ ଘଟଣାବଳୀକୁ ଦେଖାଯାଇଛି । ଏହି ଫିଲ୍ମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆତ୍ମ ଜୀବନୀ ବୋଲି କହୁନାହିଁ ଏହି ଫିଲ୍ମ । ଏମରଜେନ୍ସି ଏକ ରାଜନୈତିକ ଡ୍ରାମା ଅଟେ । ଯଦି ଏହି…

ମାତ୍ର ୯୯ ଟଙ୍କାରେ ବୁକ୍ କରନ୍ତୁ ‘ଏମରଜେନ୍ସି’ ଟିକେଟ୍, କଙ୍ଗନା ରାଣାୱତ ଫ୍ୟାନ୍ସଙ୍କୁ ଦେଲେ ବଡ଼ ଉପହାର

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’କୁ ନେଇ ଜବରଦସ୍ତ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଦର୍ଶକଙ୍କ ପାଇଁ ଏକ…

ଏହି ଦିନ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’, ତାରିଖ ଘୋଷଣା କଲେ କଙ୍ଗନା ରାଣାୱତ

କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’କୁ ଶେଷରେ ନୂଆ ରିଲିଜ୍ ଡେଟ୍ ମିଳିଯାଇଛି । ଫ୍ୟାନମାନଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ କଙ୍ଗନା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ସେନ୍ସର ବୋର୍ଡରୁ ଫିଲ୍ମକୁ ସବୁଜ ସଙ୍କେତ ମିଳିଛି । ଏବେ…

ବଢ଼ିବାରେ ଲାଗିଛି ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ବିବାଦ, ପୁଣିଥରେ ରିଲିଜ୍ ଡେଟ୍ ସ୍ଥଗିତ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ଲୋକସଭା ସାଂସଦ କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମର୍ଜେନ୍ସି'କୁ ନେଇ ବିବାଦ କ୍ରମାଗତ ଭାବେ ଗମ୍ଭୀର ହେବାରେ ଲାଗିଛି । ଶିଖ ସମ୍ପ୍ରଦାୟ ଏହି ଫିଲ୍ମକୁ ବିରୋଧ କରି ଏପରିକି ଏହାକୁ ରିଲିଜ ନ କରିବାକୁ ଧମକ ଦେଇଥିଲା । କଙ୍ଗନା ରାନାୱତଙ୍କ ଫିଲ୍ମ…

SGPCର ବିନା ଅନୁମତିରେ ଚଲାଇବାକୁ ଦେବୁ ନାହିଁ ଫିଲ୍ମ, କଙ୍ଗନାଙ୍କ ‘ଏମରଜେନ୍ସି’କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ…

ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଦେଖାଦେଇଛି ବିବାଦ । ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଆସିଛି ଏହି ଫିଲ୍ମ । କଂଗ୍ରେସ ସାଂସଦ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି କହିଛନ୍ତି,…

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ସାଂଘାତିକ ହେଉଛି ସ୍ଥିତି

ଧୀରେ ଧୀରେ ବିଗୁଡ଼ୁଛି ଶ୍ରୀଲଙ୍କାର ସ୍ଥିତି। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏହି ଛୋଟ ଦ୍ୱୀପ। ଦେଶର ସ୍ଥିତି ଖରାପ ହେବା ଗୋଟେ ପଟେ ସଙ୍କଟ ବଢ଼ାଉଥିବା ବେଳେ ଏବେ ଲୋକମାନେ ବି ବିରୋଧ ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ଇସ୍ତଫା ଦାବି…

କୋଭାକ୍ସିନ୍ ଟିକା ନେଇଥିଲେ କରିପାରିବେନି ବିଦେଶ ଯାତ୍ରା, WHO ତାଲିକାରେ ନାହିଁ ନାଁ

ବିଶ୍ୱର ପ୍ରାୟ ଦେଶଗୁଡ଼ିକ ଟିକା ନେଇସାରିଥିବା ଲୋକଙ୍କ ଯାତ୍ରା ଉପରୁ ନିଷେଧାଦେଶ ଉଠାଇ ଦେଇଛନ୍ତି। ଟିକା ନେଇଥିବା ଲୋକମାନେ ବିଦେଶ ଭ୍ରମଣ କରିପାରିବେ ବୋଲି ଘୋଷଣା କରାଯାଇଛି। କିନ୍ତୁ ଭାରତରେ ଯେଉଁମାନେ କୋଭାକ୍ସିନ୍ ନେଇଛନ୍ତି ସେମାନଙ୍କୁ ବିଦେଶ ଯାତ୍ରା ପାଇଁ ଆଉ କିଛି ଦିନ ଅପେକ୍ଷା…