SBI କ୍ରେଡିଟ କାର୍ଡ ୟୁଜର୍ସ ଧ୍ୟାନ ଦିଅନ୍ତୁ, ଡିସେମ୍ବର ୧ରୁ EMI ଟ୍ରାଞ୍ଜାକସନ୍ ହେଉଛି ମହଙ୍ଗା
ଏସବିଆଇ କ୍ରେଡିଟ୍ କାର୍ଡ ଧାରକ ଧ୍ୟାନ ଦିଅନ୍ତୁ। ଏବେ ଇଏମଆଇରେ ଜିନିଷ କ୍ରୟ କରିବା ମହଙ୍ଗା ହେବ ଆପଣଙ୍କ ପାଇଁ। ଏସବିଆଇ କାଡସ୍ ଡିସେମ୍ବର ୧ରୁ ସମସ୍ତ ଇଏମଆଇ ଟ୍ରାଞ୍ଜାକସନ ଉପରେ ୯୯ ଟଙ୍କା ଟ୍ୟାକ୍ସ ପ୍ରୋସେସିଙ୍ଗ୍ ଫିସ୍ ଆଦାୟ କରିବ। ଏହାକୁ ନେଇ କମ୍ପାନୀ ନିଜର ସମସ୍ତ ଗ୍ରାହକଙ୍କୁ…