ସାଉଦି ଆରବର କଠୋର ନିୟମ: ଏଠି କାହାକୁ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା ଓ ଜେଲ୍ ଦଣ୍ଡ; ଆସିଥାଏ ଯୌନ ଅପରାଧ…
ସାଉଦି ଆରବର କଠୋର ନିୟମ ବିଷୟରେ ଆପଣ ଅନେକ ଥର ଶୁଣିଥିବେ। ଯଦିଓ ଏହି କଠୋର ନିୟମଗୁଡ଼ିକ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ହିଁ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏଠି ରୁଟିନ୍ ଲାଇଫ୍ରେ ମଧ୍ୟ କିଛି ଭୁଲ୍ ଆପଣଙ୍କ ଉପରେ ଏକଦମ୍ ଭାରୀ ପଡ଼ିପାରେ। ଆପଣଙ୍କୁ ଏହି ଭୁଲ ପାଇଁ ଭାରୀ ମୂଲ୍ୟ…