Browsing Tag

employee beaten up

ମୟୂରଭଞ୍ଜରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ମାଡ଼, ବକେୟା ବିଦ୍ୟୁତ ବିଲ୍‌ ମାଗିବାରୁ ପିଟିଲେ ଉପଭୋକ୍ତା

ମୟୂରଭଞ୍ଜ: ମୟୂରଭଞ୍ଜରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ମାଡ଼ । ବକେୟା ବିଦ୍ୟୁତ ବିଲ୍‌ ମାଗିବାରୁ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଓ SDOଙ୍କୁ ପିଟିଲେ ଉପଭୋକ୍ତା । ଖୁଣ୍ଟା ବିଦ୍ୟୁତ୍‌ ଡିଭିଜନ ନାଉପଦା ଗାଁରେ ଏଭଳି ଘଟଣା ଘଟିଛି । ଗାଁର ଶାନ୍ତୁନୁ ନାଏକ ୩ ହଜାର ୩୧ ଟଙ୍କା ବକେୟା ଥିଲା ।…