ବାତ୍ୟା ଆଶ୍ରୟସ୍ଥଳୀରେ ଜଣେ କର୍ମଚାରୀଙ୍କ ଅଚାନକ ମୃତ୍ୟୁ, ଗତକାଲି ରାତିରେ ହଠାତ୍ ଦେହ ଅସୁସ୍ଥ ହୋଇପଡ଼ିଥିଲା
ଗଜପତି : ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କ ଅଚାନକ ମୃତ୍ୟୁ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୋତାର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗ । ତାଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ…