Browsing Tag

employee

ବିଭିନ୍ନ ଦାବିରେ ସଫେଇ କର୍ମଚାରୀ ସଂଘ ପକ୍ଷରୁ କରାଯାଇଛି ହୀରାକୁଦ ବନ୍ଦ ପାଳନ, ୫ଦିନ ହେବ ଚାଲିଛି ଆନ୍ଦୋଳନ

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦରେ ୧୨ଘଣ୍ଟିଆ ବନ୍ଦ। ବିଭିନ୍ନ ଦାବିରେ ସଫେଇ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସଫେଇ କର୍ମଚାରୀ ମାନଙ୍କୁ ଠିକା ସଂସ୍ଥା ଦୁଇ ମାସ ହେଲା ଦରମା ଦେଉନଥିବାବେଳେ କର୍ମଚାରୀମାନେ ESI ସମ୍ପର୍କିତ କୌଣସି ସୁବିଧା ସୁଯୋଗ ପାଉନାହାଁନ୍ତି। ଏହାର…

ଟ୍ରାଫିକ୍‌ ନିୟମର ପାଳନ କଲେ କମ୍ପାନୀ ବଢ଼ାଇବ ନିଜ କର୍ମଚାରୀଙ୍କ ଦରମା, ଜାଣନ୍ତୁ କଣ ରହିଛି ଯୋଜନା

ନୂଆ ମୋଟର ଯାନ ଆଇନର ଚର୍ଚ୍ଚା ଏବେ ଚାରିଆଡେ। ଗାଡି ଚାଳକ ମାନେ ଏହି ନିୟମକୁ ମାନି ବହୁତ ସଚେତନ ହୋଇଗଲେଣି। ସେହିଭଳି ଅନେକ ଲୋକ ଏହି ନିୟମକୁ ମାନିବାକୁ ବିରତ କରୁଛନ୍ତି ତ ଆଉ କେହି ଏହି ନିୟମକୁ ସମର୍ଥନ କରୁଛନ୍ତି। ଟ୍ରାଫିକର ଏହି ନିୟମକୁ ସମର୍ଥନ କରି ଗୁଜୁରାଟର ଅନେକ କମ୍ପାନୀ ନିଜର…

ସବୁ ବିଭାଗର ମିଶ୍ରଣକୁ ଓଡ଼ିଶା ସଚିବାଳୟ କର୍ମଚାରୀ ସେବା ସଂଘର ବିରୋଧ, ବୈଠକ ପରେ ଧାରଣାରେ

ସବୁ ବିଭାଗର ମିଶ୍ରଶକୁ ଓଡ଼ିଶା ସଚିବାଳୟ କର୍ମଚାରୀ ସେବା ସଂଘର ବିରୋଧ । କର୍ମଚାରୀଙ୍କ ପକ୍ଷରୁ ଏନେଇ ସଚିବାଳୟରେ ବୈଠକ ହେବା ପରେ ଏବେ ଧାରଣାରେ ବସିଛନ୍ତି । ପ୍ରଶାସନିକ ବିଭାଗ ଗୁଡ଼ିକ ସହ ନିର୍ଦ୍ଦେଶାଳୟର ମିଶ୍ରଣ ହେବା ନେଇ ଗତକାଲି ନିଷ୍ପତ୍ତି ହୋଇଥିଲା । ନୂଆ ନିଷ୍ପତ୍ତି ଅନୁସାରେ…

ଜେଟ ଏୟାରୱେଜ୍ କର୍ମଚାରୀଙ୍କୁ ସହାୟତାର ହାତ, ଟ୍ବିଟର ଜରିଆରେ ମିଳୁଛି ଚାକିରୀ ଅଫର

ନୂଆଦିଲ୍ଲୀ : ଜେଟ ଏୟାରୱେଜର ପରିଚାଳନା ବନ୍ଦ ହୋଇଯିବା ପରେ ପାଖାପାଖି ୨୨ ହଜାର କର୍ମଚାରୀଙ୍କ ରୋଜଗାର ସଙ୍କଟରେ ପଡିଛି। ଆମଦାନୀର ରାସ୍ତା ବନ୍ଦ ହୋଇଯିବା ପରେ କର୍ମଚାରୀଙ୍କ ଜୀବନରେ ଟବ୍ୟୁଲାନ୍ସ ଆସିଯାଇଛି। ଆର୍ଥିକ ଅଭାବରୁ ଲଢ଼ୁଥିବା ଏହି କର୍ମଚାରୀଙ୍କ ପାଇଁ ଏବେ ସାହାର ପାଲଟିଛି…

ମହଙ୍ଗା ପଡିଲା ଦରମା ନଦେବା, ମାଲିକକୁ ଅପହରଣ କରି ଉତ୍ତମ ମଧ୍ୟମ ଦେଲେ କର୍ମଚାରୀ

କଣ ଆପଣ ବି ଜଣେ ଘରୋଇ ସଂସ୍ଥାର ମାଲିକ ? ଯଦି ନିଜ କର୍ମଚାରୀଙ୍କୁ ଦରମା ଦେଇ ନାହାଁନ୍ତି ତେବେ ତୁରନ୍ତ ଦେଇଦିଅନ୍ତୁ । ନଚେତ୍ ଆପଣଙ୍କ ଅବସ୍ଥା ବି ଏହି ବ୍ୟକ୍ତିଙ୍କ ପରି ହୋଇପାରେ । ୭ ମାସର ଦରମା ବାକି ରଖିଥିବାରୁ ମାଲିକକୁ ଅପହରଣ କରିନେଲେ କର୍ମଚାରୀ । ଆଉ ଦେଲେ ଅକଥନୀୟ ନିର୍ଯ୍ୟାତନା ।…