Browsing Tag

employment against

ବିଦେଶରେ ଚାକିରୀ ନାଁରେ ପ୍ରଲୋଭନ ଦେଖାଇ ଠକି ନେଲେ ଲକ୍ଷାଧିକ ଟଙ୍କା, ଏବେ ଥାନାରେ ମାମଲା

ଗଞ୍ଜାମ (କେନ୍ୟୁଜ): ଚାକିରୀ ନାଁରେ ଠକେଇ। ଭିସା, ପାସପୋର୍ଟ କରାଇ ବିଦେଶରେ ଅଧିକ ଦରମା ପ୍ରଦାନ କରି ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରୁ। ପାଟଣାସାହିରେ ଏରାଉଣ୍ଡ ଦି ୱାର୍ଲ୍ଡ ନାମକ ଏକ…