ଇଣ୍ଡିଆ ସ୍କିଲ୍ ରିପୋର୍ଟ-୨୦୧୯ର ଖୁଲାସା : ଏବେ ହାର୍ଡୱେୟାର, ମେନ୍ୟୁଫେକ୍ଚରିଙ୍ଗ୍,ସଫ୍ଟୱେୟାରରୁ ମିଳିବ ରୋଜଗାର
୪୯ ପ୍ରତିଶତ ଭାରତୀୟ ଇଞ୍ଜିନିୟର ଏବେ ବେରୋଜଗାର ରହିବେ ନାହିଁ। ସରକାର ଅନ୍ତରାଷ୍ଟ୍ରିୟ ବଜାରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ର ଶିକ୍ଷା ସାମିଲ୍ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ସିଆଇଆଇଟି,ଫିକ୍କି,ଏସୌଚମ,ନୌସକାମ,ପିଏଚଡ଼ି ଅଫ କମର୍ସ ଇଣ୍ଡଷ୍ଟ୍ରି ରେ ସରକାର ଆର୍ଟିଫିସିଆଲ…