Browsing Tag

employment

ଦୀପାବଳିରେ ଯୁବବର୍ଗଙ୍କୁ ମୋଦିଙ୍କ ବଡ ଉପହାର, ‘ରୋଜଗାର ମେଳା’ରେ ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଯୁବବର୍ଗଙ୍କୁ ଦେଇଛନ୍ତି ବଡ଼ ଉପହାର । ‘ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ମେଳାରେ ଦେଶରେ ୧୦ ଲକ୍ଷ ନିଯୁକ୍ତି ଦିଆଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ଦିଆଯିବ । ଏହି ଅଭିଯାନର…

ରାଜ୍ୟରେ ବଢିବ ନିଯୁକ୍ତି ସୁଯୋଗ: ଭୁବନେଶ୍ୱର ସତ୍ୟନଗର ବିଏମସି ଟାଓ୍ଵରରେ ଖୋଲିବ ଡେଲଏଟ୍‌ ଡେଭଲପମେଣ୍ଟ ସେଣ୍ଟର

ଭୁବନେଶ୍ୱର(କେନ୍ୟୁଜ୍): ନଭେମ୍ବରରେ ଭୁବନେଶ୍ୱର ସତ୍ୟନଗର ବିଏମସି ଟାଓ୍ଵରରେ ଖୋଲିବ ଡେଲଏଟ୍‌ର ଡେଭଲପମେଣ୍ଟ ସେଣ୍ଟର । ଏ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ । ଦେଶର ବଡ ବଡ ମେଟ୍ରୋ ସିଟିରେ ଏହାର ଅଫିସ ରହିଛି । ମୁମ୍ବାଇ,…

ଅଦାନୀ ଗ୍ରୁପ୍‌ ସହ ହାତ ମିଳାଇଲା ଫ୍ଲିପ୍‌କାର୍ଟ, ୨୫୦୦ ଲୋକଙ୍କୁ ମିଳିବ ରୋଜଗାର

ଅଦାନୀ ଗ୍ରୁପ୍‌ ସହ ହାତ ମିଳାଇଛି ଇ-ରିଟେଲିଂ କମ୍ପାନୀ ଫ୍ଲିପ୍‌କାର୍ଟ। ଓ୍ଵାଲମାର୍ଟର ମାଲିକାନାରେ ଥିବା ଫ୍ଲିପ୍‌କାର୍ଟ ସୋମବାର ସୂଚନା ଦେଇ କହିଛି ଯେ ସେ ନିଜର ଲଜିଷ୍ଟିକ୍ସ ଓ ଡାଟା କେନ୍ଦ୍ର କ୍ଷମତାକୁ ସୁଦୃଢ଼ କରିବା ପାଇଁ ଅଦାନୀ ଗ୍ରୁପ ସହ ଏକ ବିଜ୍‌ନେସ୍‌ ଚୁକ୍ତି ସ୍ୱାକ୍ଷର କରିଛି।…

ପ୍ରତିମାସରେ ୧ ଲକ୍ଷ ଯୁବକ-ଯୁବତୀଙ୍କୁ ଚାକିରି ଦେବେ ସରକାର, ଆରମ୍ଭ ହେଲା ନିଯୁକ୍ତି ମେଳା

ଭୋପାଳ: ରାଜ୍ୟକୁ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବା ପାଇଁ ସମସ୍ତ ଜିଲ୍ଲାରେ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ୍‌ ଓ ବିଜେପିର ରାଜ୍ୟ ଅଧ୍ୟକ୍ଷ ବିଡି ଶର୍ମା ମଧ୍ୟ ଭୋପାଳରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ସାମିଲ ହୋଇଥିଲେ। ଏ ଅବସରରେ…

ଦିନେ ଖାଇବାକୁ ପାଉନଥିଲେ ଏବେ କିନ୍ତୁ ଅନେକଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା

ମହିଳା ଯେ ଆଉ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ ନୁହନ୍ତି ତାହା ଅନେକ  କ୍ଷେତ୍ରରେ ପ୍ରମାଣିତ ହୋଇସାରିଲାଣି ।  ହାଣ୍ଡିଶାଳ ଠାରୁ  ଆରମ୍ଭ କରି ଦେଶର ସୀମା ପର୍ଯ୍ୟନ୍ତ ସବୁଠି ଏବେ ମହିଳାଙ୍କ ପତିଆରା ଜାହିର ହେଲାଣି ।  ମହିଳାଙ୍କ ଦାୟିତ୍ୱ ଯେ କେବଳ ଘରର ଚାରି କାନ୍ଥ ଭିତରେ ସୀମିତ ଅଛି ସେ…

ଦେଶର ଏହି ସହରରେ କର୍ମଚାରୀଙ୍କୁ ମିଳିଥାଏ ସବୁଠାରୁ ଅଧିକ ବେତନ, ରିସର୍ଚ୍ଚରେ ହେଲା ଖୁଲାସା

ବେଙ୍ଗାଲୁରୁ : ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଦେଶର ସବୁଠାରୁ ଅଧିକ ବେତନ ଦେଉଥିବା ସହର ବିଷୟରେ ଜଣାପଡ଼ିଛି। ଆଜ୍ଞା ହଁ , ବେଙ୍ଗାଲୁରୁ ଦେଶର ଏପରି ଏକ ସହର ଯିଏ ଅନ୍ଯ ସହର ତୁଳନାରେ କର୍ମଚାରୀଙ୍କୁ ଅଧିକ ବେତନ ଦେଇଥାଏ। ହାର୍ଡ଼ୱାର ଏବଂ ନେଟୱାର୍କିଂ, ସପ୍ଟୱାର ଏବଂ ଆଇଟି କ୍ଷେତ୍ର…