Browsing Tag

empty stomach

ଶରୀରର ଓଜନ ହ୍ରାସ ପାଇଁ ପ୍ରତିଦିନ ଖାଆନ୍ତୁ ଗୋଟିଏ ଲେଖାଏଁ ଲବଙ୍ଗ; ମିଳିବ ଚମତ୍କାର ଫାଇଦା

କେବେ ଆପଣ ଖାଲି ପେଟରେ ଲବଙ୍ଗ ସେବନ କରିଛନ୍ତି, ଜାଣି ରଖନ୍ତୁ ଲବଙ୍ଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହାକୁ ଖାଲି ପେଟରେ ସେବନ କରିବେ ଯଦି, ଏଥିରୁ ଚମତ୍କାର ଫାଇଦା ମିଳି ପାରିବ। ଏମିତିରେ ଲୋକମାନଙ୍କୁ ଲବଙ୍ଗ ଖାଇବାର ଫାଇଦା ବିଷୟରେ ଜଣାଥିବା ଦରକାର। ଆଜି ଆମେ ଆପଣଙ୍କୁ ଏ…

ଖାଲି ପେଟରେ ଗ୍ୟାସ୍‌ ହେଲେ ଜାଣିବେ କେମିତି? ସକାଳୁ ସକାଳୁ ଶରୀରକୁ ମିଳିପାରେ ଏହି ସବୁ ସଙ୍କେତ

ଆଜିକା ସମୟରେ ଅଧିକାଂଶ ଲୋକ ଖାଲି ପେଟରେ ଗ୍ୟାସ୍‌ ହୋଇଥିବାର ଅଭିଯୋଗ କରନ୍ତି, ଯାହାର ମୁଖ୍ୟ କାରଣ ହେଲା, ଖରାପ ଲାଇଫ୍‌ଷ୍ଟାଇଲ ଓ ଭୁଲ୍‌ ଖାଦ୍ୟାଭ୍ୟାସ। କହି ରଖୁଛୁ, ପେଟରେ ଗ୍ୟାସ୍‌ ହେବା ସମୟରେ କେବେ କେବେ ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ନଜର ଆସିଥାଏ। ଏହି ଲକ୍ଷଣଗୁଡ଼ିକ ବିଷୟରେ ଜାଣିବା…

ସକାଳୁ ବାସି ମୁହଁରେ ଭୁଲରେ ବି ପିଅନ୍ତୁନି ଏହି ପାଣି, ଜାଣନ୍ତୁ ଖାଲି ପେଟରେ କି ପାଣି ପିଇବା ଶରୀରକୁ ଦିଏ…

ପ୍ରାୟତଃ ଏକ୍ସପର୍ଟମାନେ ଖାଲି ପେଟରେ ସେ ସବୁ ଜିନିଷକୁ ଖାଇବାକୁ ପରାମର୍ଶ ଦେଇଥାନ୍ତି, ଯାହା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ଓ ବିିଭିନ୍ନ ସମସ୍ୟା ଦୂର କରିଥାଏ। ଏଣୁ ଅଧିକାଂଶ ଲୋକ ଖାଲି ପେଟରେ ଅମୁହଁ ଧୁଆ ସକାଳୁ ଉଠି ତମ୍ବା ପାତ୍ରର ପାଣି ସେବନ କରିଥାନ୍ତି। କିନ୍ତୁ ବୋଧେ କମ୍‌ ଲୋକ…

ସକାଳେ ଖାଲି ପେଟରେ ନିଶ୍ଚୟ ଖାଆନ୍ତୁ କଞ୍ଚା ଅଁଳା, ଅନେକ ରୋଗରୁ ମିଳିବ ଆରାମ

ସ୍ୱାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁଠାରୁ ବଡ ଧନ । ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍-ସି ଆବଶ୍ୟକ । ଏଭଳି ପରିସ୍ଥିତିରେ ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି ।…

କ’ଣ ଆପଣ ଖାଲି ପେଟରେ ଏହିସବୁ ଫଳ ଖାଉଛନ୍ତି କି? ଫାଇଦା ବଦଳରେ ଶରୀରରେ ହୋଇପାରେ ଅନେକ କ୍ଷତି

ସମସ୍ତେ ଜାଣିଥାନ୍ତି ଯେ ଫଳରେ ଭିଟାମିନ୍, ଫାଇବର, ଫ୍ଲାଭୋନାଏଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ବିଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ଏହି କାରଣଗୁଡିକ ପାଇଁ, ସ୍ୱାସ୍ଥ୍ୟକୁ ଶକ୍ତିଶାଳୀ ରଖିବା ପାଇଁ ଫଳ ଖାଇବା ପରାମର୍ଶଦାୟକ, କିନ୍ତୁ ଅନେକ ଥର ଦେଖାଯାଏ ଯେ ଲୋକମାନେ ସକାଳୁ ଉଠିବା ମାତ୍ରେ ଖାଲି…

ରାତିରେ ଖାଲି ପେଟରେ ଶୋଉଥିଲେ ସାବଧାନ! ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା

ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଠିକ୍‌ ସମୟରେ ଖାଇବା ପିଇବା ନିତାନ୍ତ ଜରୁରୀ। କୁହାଯାଏ, ସକାଳ ଭୋଜନ ରାଜା ଭଳି, ମଧ୍ୟାହ୍ନ ଭୋଜନ ରାଜକୁମାର ଭଳି ଓ ରାତିର ଭୋଜନ ଗରିବ ଭଳି ଖାଇବା ଉଚିତ। ଅର୍ଥାତ୍‌ ସକାଳର ପ୍ରଥମ ଖାଦ୍ୟ ସବୁବେଳେ ଉତ୍ତମ ପୋଷକ ତତ୍ତ୍ୱଯୁକ୍ତ ତଥା ପୁଷ୍ଟିକର ଖାଦ୍ୟ ଖାଇବା…

ଖାଲିପେଟରେ ଖାଆନ୍ତୁ ଏହି ୩ଟି ଜିିନିଷ, ଯାହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ରଖିବ ମଜବୁତ

କରୋନାରେ ନିଜ ଇମ୍ୟୁନି ସିଷ୍ଟମକୁ ମଜବୁତ ରଖିବା ପାଇଁ ଅନେକ ପ୍ରକାର ଟିପ୍ସ ସାମ୍ନାକୁ ଆସୁଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମତି ୩ଟି ଜିନିଷ କଥା କହିବାକୁ ଯାଉଛୁ , ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବ । ଏହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ…

ବିଭିନ୍ନ ସମସ୍ୟାରୁ ଛୁଟ୍‌କାରା ପାଇବା ପାଇଁ ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ଛୋଟ କାମ, ଜାଣନ୍ତୁ କ’ଣ

ସକାଳୁ ଉଠିବା ପରେ ସୁସ୍ଥ ଏବଂ ଫିଟ୍‌ ରହିବା ପାଇଁ ଲୋକମାନେ ଅନେକ ପ୍ରକାର କାମ କରିଥାନ୍ତି। ଏଥିସହ ଅନେକ ଲୋକମାନେ ବିଭିନ୍ନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଉଠିବା ମାତ୍ରେ ପାଣି ମଧ୍ୟ ପିଇଥାନ୍ତି। ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏନେଇ ଆଜି…

ରାତିରେ ଖାଲି ପେଟରେ ଶୋଇବାରେ କମି ନ ଥାଏ ଓଜନ!

ଯେଉଁ ଲୋକ ରାତିରେ ଖାଲି ପେଟରେ ଶୋଇଥାଆନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍‌ର ମାତ୍ରା କମ୍‌ ହେବାରେ ଲାଗିଥାଏ। ଏହାଦ୍ୱାରା ସେମାନଙ୍କୁ ନିଦ ମଧ୍ୟ ହୋଇ ନ ଥାଏ। ରାତିରେ ଖାଲି ପେଟରେ ଶୋଉଥିବା ଲୋକ ସବୁବେଳେ ଥକ୍କାପଣ ଅନୁଭବ କରନ୍ତି। ସେମାନଙ୍କୁ ଲାଗିଥାଏ, ତାଙ୍କ ଶରୀର ଦୁର୍ବଳ ହୋଇଯାଉଛି।…

ଖାଲି ପେଟରେ ସକାଳୁ ଚା’ ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍ , ଭୋଗିବାକୁ ପଡିପାରେ ଏହି ସବୁ ସମସ୍ୟା

ଚା’ ବିଷୟରେ ଘରେ ଘରେ ସମସ୍ତେ ପରିଚିତ । ତା ବିନା ସକାଳ ଆରମ୍ଭ ହୋଇନଥାଏ କିମ୍ବା ସଞ୍ଜ ବୁଡିନଥାଏ । ଚା’ସହିତ ପାଟି ଟକରା କିଛି ପାଟିରେ ପଡିଗଲେ ତାର ମଜା କହିଲେ ନଚଳେ । ପ୍ରାୟତଃ ଲୋକେ ଚା’ପିଇବାକୁ ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିଦେଇଛନ୍ତି । ଗୋଟିଏ ଦିନ ଯଦି ଚା ପିଇବାକୁ ନମିଳେ…