ଛତିଶଗଡ଼ ଗରିୟାବନ୍ଧ ଜଙ୍ଗଲରେ ପୁଣି ଏନକାଉଣ୍ଟର, ୨ ମାଓବାଦୀ ନିହତ
ମାଲକାନଗିରି : ଚାଲିଛି ମାଓ ନିପାତ ଅଭିଯାନ । ଭୁଶୁଡୁଛି ଲାଲ ଗଡ଼ । ପୁଣି ଦୁଇ ମାଓବାଦୀ ମୃତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିୟାବନ୍ଧ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ ।…